BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(a)

Pradeep Kumar Moharana

By Pradeep Kumar Moharana

in

Question 1.
ନିମ୍ନସ୍ଥ ସାରଣୀ ଅନ୍ତର୍ଭୁକ୍ତ ଲବ୍‌ଧାଙ୍କମାନଙ୍କର ରାଶିକୃତ ବାରମ୍ବାରତା ନିର୍ଣ୍ଣୟ କର ।

ଲବ୍‌ଧାଙ୍କ 10 11 12 13 14 15 16 17 18
ବାରମ୍ବାରତା 5 8 17 29 41 36 27 16 10
ସମାଧାନ:

ଲବ୍‌ଧାଙ୍କ ବାରମ୍ବାରତା ରାଶିକୃତ ବାରମ୍ବାରତା (c. f)
10 5 5
11 8 13
12 17 30
13 29 59
14 41 100
15 36 136
16 27 163
17 16 179
18 10 189
Σf = 189
Question 2.
ନିମ୍ନସ୍ଥ ସାରଣୀରେ ଲବ୍‌ଧାଙ୍କମାନଙ୍କର ଦତ୍ତ ରାଶିକୃତ ବାରମ୍ବାରତାରୁ ସେଗୁଡ଼ିକର ବାରମ୍ବାରତା ନିଶ୍ଚୟ କର ।

ଲବ୍‌ଧାଙ୍କ 1 2 3 4 5 6 7 8
ରାଶିକୃତ ବାରମ୍ବାରତା 5 13 25 43 56 66 73 77
ସମାଧାନ:

ଲବ୍‌ଧାଙ୍କ ରାଶିକୃତ ବାରମ୍ବାରତା (c. f) ବାରମ୍ବାରତା
1 5 5
2 13 8 (13-5)
3 25 12 (25-13)
4 43 18 (43-25)
5 56 13 (56-43)
6 66 10 (66-56)
7 73 7 (73-66)
8 77 4 (77-73)
Σf = 77
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(a)

Question 3.
(a) ନିମ୍ନରେ 25 ଜଣ ଲୋକଙ୍କର ଉଚ୍ଚତା (ସେ.ମି.ରେ) ଲେଖାଯାଇଛି । ସେଗୁଡ଼ିକୁ ଊକ୍ରମରେ ସଜାଇ ଏକ ପୌନଃପୁନଃ ବିତରଣ ସାରଣୀରେ ପ୍ରକାଶ କର ।


160 162 170 171 165 166 161 159 158 175 163 162 165
166 170 172 171 170 173 180 160 165 164 163 167
ସମାଧାନ:
ଊକ୍ରମରେ ସଜାଇ ରଖ୍ ଲେ 

158 159 160 160 161 161 162 163 163 164 164 165 165
166 166 167 170 170 170 171 171 172 173 175 180
ପୌନଃପୁନଃ ବିତରଣ ସାରଣୀ :

ଲବ୍‌ଧାଙ୍କ ଟାଲିଚିହୃ ବାରମ୍ବାରତା
158 / 1
159 / 1
160 // 2
161 / 1
162 // 2
163 // 2
164 // 2
165 // 2
166 // 2
167 / 1
170 /// 3
171 // 2
172 / 1
173 / 1
175 / 1
180 / 1
Σ(f) = 25
(b) ଉପରୋକ୍ତ ସାରଣୀରୁ ନିମ୍ନଲିଖତ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
(i) ସର୍ବନିମ୍ନ ଉଚ୍ଚତା କେତେ ?
(ii) ସର୍ବାଧ‌ିକ ଉଚ୍ଚତା ବିଶିଷ୍ଟ ଲୋକସଂଖ୍ୟା କେତେ ?
(iii) କେଉଁ ଉଚ୍ଚତା ବିଶିଷ୍ଟ ସର୍ବାଧ‌ିକ ଲୋକ ଅଛନ୍ତି ?
(iv) କେତେଜଣ ଲୋକଙ୍କର ଉଚ୍ଚତା 180 ସେ.ମି.ରୁ କମ୍ ?
(v) କେତେଜଣ ଲୋକଙ୍କର ଉଚ୍ଚତା 170 ସେ.ମି.ରୁ 180 ସେ.ମି. (ଉଭୟ ଉଚ୍ଚତା ସହ) ମଧ୍ୟରେ ହୋଇଛି ?
ସମାଧାନ:
(i) ସର୍ବନିମ୍ନ ଉଚ୍ଚତା 158 ସେ.ମି. ।
(ii) ସର୍ବାଧ‌ିକ ଉଚ୍ଚତା ବିଶିଷ୍ଟ ଲୋକସଂଖ୍ୟା = 1
(iii) 170 ସେ.ମି. ଉଚ୍ଚତା ବିଶିଷ୍ଟ ସର୍ବାଧ‌ିକ ଲୋକ ଅଛନ୍ତି ।
(iv) 24 ଜଣ ଲୋକଙ୍କର ଉଚ୍ଚତା 180 ସେ.ମି.ରୁ କମ୍ ।
(v) 9 ଜଣ ଲୋକଙ୍କର ଉଚ୍ଚତା 170 ସେ.ମି.ରୁ 180 ସେ.ମି. ।

Question 4.
(a) 30 ଜଣ ପିଲାଙ୍କର ଗଣିତ ପରୀକ୍ଷା ନମ୍ବର ଦିଆଯାଇଛି ( ପରୀକ୍ଷାର ମୋଟ ନମ୍ବର 100) । ଦତ୍ତ ତଥ୍ୟାବଳୀକୁ ନେଇ ଏକ ପୌନଃପୁନଃ ବିତରଣ ସାରଣୀ ପ୍ରକାଶ କର ।

21 12 51 48 21 32 48 32 81 72 32 48 48 91 51
61 51 81 72 51 61 51 61 51 51 91 61 72 81 61
ସମାଧାନ:
ପୌନଃପୁନଃ ବିତରଣ ସାରଣୀ :

ଲବ୍‌ଧାଙ୍କ ଟାଲିଚିହୃ ବାରମ୍ବାରତା(f)
12 / 1
21 // 2
32 /// 3
48 //// 4
51 ////  // 7
61 //// 5
72 /// 3
81 /// 3
91 // 2
Σ(f) = 30
(b) ପ୍ରସ୍ତୁତ କରିଥିବା ସାରଣୀରୁ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
(i) ଯଦି ପାସ୍ ନମ୍ବର 30 ହୁଏ, ତେବେ କେତେଜଣ ପିଲା ପାସ୍‌ କରିଛନ୍ତି ?
(ii) ଯଦି 90 – 100 ନମ୍ବରକୁ A ଗ୍ରେଡ, 60 – 80 ନମ୍ବରକୁ B ଗ୍ରେଡ୍, 30 – 50 ନମ୍ବରକୁ C ଗ୍ରେଡ୍, 10 – 20 କୁ D ଗ୍ରେଡ୍ ଓ 10 ରୁ କମ୍‌କୁ E ଗ୍ରେଡ୍ ଦିଆଯାଏ, ତେବେ ପ୍ରତ୍ୟେକ ଗ୍ରେଡ଼ ପାଇଥିବା ପିଲାଙ୍କର ସଂଖ୍ୟା ନିର୍ଣ୍ଣୟ କର ।
(iii) ପାସ୍ ନମ୍ବର କେତେ ରଖିଲେ 29 ଜଣ ପିଲା ପାସ୍ କରିବେ ?
ସମାଧାନ:
(i) ଯଦି ପାସ୍ ନମ୍ବର 30 ହୁଏ, ତେବେ 27 ଜଣ ପିଲା ପାସ୍ କରିଛନ୍ତି ।
(ii) A ଗ୍ରେଡ୍ ପାଇଥିବା ଛାତ୍ରସଂଖ୍ୟା 2 ।
B ଗ୍ରେଡ୍ ପାଇଥିବା ଛାତ୍ରସଂଖ୍ୟା 11 ।
C ଗ୍ରେଡ୍ ପାଇଥ‌ିବା ଛାତ୍ର ସଂଖ୍ୟା 7 ।
D ଗ୍ରେଡ୍ ପାଇଥ୍‌ ଛାତ୍ର ସଂଖ୍ୟା 1 ।
E ଗ୍ରେଡ୍ ପାଇଥିବା ଛାତ୍ର ସଂଖ୍ୟା 0 ।
(iii) ପାସ୍ ନମ୍ବର 20 ରଖିଲେ 29 ଜଣ ପିଲା ପାସ୍ କରିବେ ।

BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(a)

Question 5.
(a) ନିମ୍ନରେ ଦିଆଯାଇଥିବା ଲବ୍‌ଧାଙ୍କଗୁଡ଼ିକୁ ଊର୍ଜକ୍ରମରେ ସଜାଅ ।

74 64 67 73 80 78 65 69 73 84 83 73 93 62 72
72 62 79 88 79 61 53 87 56 87 81 42 70 45 66
ସମାଧାନ:

42 45 53 56 61 62 62 64 65 66 67 69 70 72 72
73 73 73 74 78 79 79 80 81 83 84 87 87 88 93
(b) ଉପରୋକ୍ତ ବିନ୍ୟାସ (Array)କୁ ଏକ ପୌନଃପୁନଃ ବିତରଣ ସାରଣୀରେ ପ୍ରକାଶ କର ।
ସମାଧାନ:
ପୌନଃପୁନଃ ବିତରଣ ସାରଣୀ :

ଲବ୍‌ଧାଙ୍କ ଟାଲିଚିହୃ ବାରମ୍ବାରତା(f)
42 / 1
45 / 1
53 / 1
56 / 1
61 / 1
62 // 2
64 / 1
65 / 1
66 / 1
67 / 1
69 / 1
70 / 1
72 // 2
73 /// 3
74 / 1
78 / 1
79 // 2
80 / 1
81 / 1
83 / 1
84 / 1
87 // 2
88 / 1
93 / 1
Σ(f) = 30
(c) ଉପରୋକ୍ତ ବିତରଣରୁ ନିମ୍ନଲିଖତ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
(i) ସର୍ବନିମ୍ନ ଲବ୍‌ଧାଙ୍କ କେତେ ?
(ii) ସର୍ବୋଚ୍ଚ ଲବ୍‌ଧାଙ୍କ କେତେ ?
(iii) କେଉଁ ଲବ୍‌ଧାଙ୍କର ବାରମ୍ବାରତା ସର୍ବାଧ୍ଵକ ?
(iv) ଲବ୍‌ଧାଙ୍କମାନଙ୍କର ସଂଖ୍ୟା କେତେ ?
ସମାଧାନ:
(i) ସର୍ବନିମ୍ନ ଲବ୍‌ଧାଙ୍କ = 42
(ii) ସର୍ବୋଚ୍ଚ ଲବ୍‌ଧାଙ୍କ = 93
(iii) 73 ଏହାର ବାରମ୍ବାରତା 3, ଯାହା ସର୍ବାଧ୍ଵ । 
(iv) ଲବ୍‌ଧାଙ୍କମାନଙ୍କର ସଂଖ୍ୟା = 30



No comments:

Post a Comment

ANANTA COACHING CENTRE

ANANTA COACHING CENTRE

A Coaching Centre for Class 1 to +3 Both English and Odia Medium BSE Odisha, CBSE, ICSE Board Exam Preparation.

🏫 Location:

  • 📍 Address: At- Purana, Post- Thalasada, PS- Soro, Dist- Baleswar, State- Odisha, Country- India

📞 Contact Us:

  • 📱 Phone: +91 8280607556
  • 📧 Email: anantacoachingcentre@gmail.com

Read More
ANANTA COACHING CENTRE