BSE Odisha Class 10 Maths Solutions Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ Ex 1(a)

Pradeep Kumar Moharana

By Pradeep Kumar Moharana

in

Question 1.
ଶୂନ୍ୟସ୍ଥାନ ପୂରଣ କର ।
(a) ବିମ୍ନ ଟିତ୍ର (a) 6ର L1 || L2 || L3 ଏର୍ଚ T1 ଓ T2 ଛେଦ ଦା |
(i) AB = 2 6ସ.ର୍ମି., BC = 3 6ସ.ର୍ମି. ଓ DE = 3 6ସ.ର୍ମି. 6ହ6ଲ EF = ……….|
(ii) DE = 6 6ସ.ର୍ମି., EF = 8 6ସ.ର୍ମି. ଓ BC = 6 6ସ.ର୍ମି. 6ହ6ଲ AC = ……….|
BSE Odisha 10th Class Maths Solutions Geometry Chapter 1 Img 1
(b) ଗପଭୋକ୍ତ ତିତ୍ର (b) 6ର L1 || L2 || L3 ଏବଂ T1 ଓ T2 ଛେଦକ |
(i) AB = 1.5 × BC ହେଲେ, EFFD = ……………..
(ii) AC¯¯¯¯¯¯¯ ର ମଧ୍ୟବିରୁ B 6ହ6ଲ, EF ର ……… ମୁଶ 6ହରଛି FD|
Solution:
(a) (i) L1 || L2 || L3 ⇒ ABBC = DEEF
⇒ 23 = 3EF ⇒ EF = 3×32 6 ସ.ମି. = 4.5 6ସ.ମି.


(ii) L1 || L2 || L3 ଏବଂ T1 ଓ T2 ରୁକଚି 6ଛଦକ |
∴ DEEF = ABBC ⇒ 68 = AB6
⇒ AB = 6×68 = 4.5 6ସ.ମି. |
AC = AB + BC = 4.5 6ସ.ମି. + 6ସ.ମି. = 10.5 6ସ.ମି. |


(b) (i) ଏଠ।6ର L1 || L2 || L3 ଏରଂ T1 ଓ T2 ଦୁଲଟି 6ଚ୍ଚଦକ |
ABBC = DEEF ⇒ 32 = DEEF
⇒ 3+22 = DE+EFEF ⇒ DEEF = 52 ⇒ EFDF = 25
(ii) AC¯¯¯¯¯¯¯ ର ମଧ୍ୟ ଦିନୁ B ଅର୍ଥ।ତ୍ AB = BC
EFFD = BCAC = BCAB+BC = BC2BC = 12 ⇒ 2EF = FD>
ଅର୍ଥାତ୍ EF ଭ 2 ଣ୍ଣଣ 6ଦ୍ରଣଛି FD |

BSE Odisha 10th Class Maths Solutions Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ Ex 1(a)

Question 2.
ଟିତ୍ର6ର L1 || L2 || L3 ଏବଂ T1 ଓ T2 ଦୁଲଟି 6ଚ୍ଛଦକ | L2 ଓ L3 ରପ6ର ପ୍ଥଥ।କୁ6ର G ଓ H ଦିହୁ ରିଜିତ 6 ପ୍ପପତି BC = AD ଏବଂ CH = BE;
BSE Odisha 10th Class Maths Solutions Geometry Chapter 1 Img 2
ପ୍ରମାଣ କର 6ଯ
(i) DG : EH = DE : EF
(ii) (DG + EH) : EH = DF : EF
Solution:
ଦଉ : L1 || L2 || L3 ଏବଂ T1 ଓ T2 ଦୁକଟି 6ଚ୍ଛଦକ ଯଥାସ୍ତ6ମ L1, L2 ଓ L3 କୁ A,B,C ଓ D,E,F ଦିନ୍ଦ6ର 6ଚ୍ଛଦକ6ର | L2 ରପ6ର G ଏକ ଦିବ୍ର 6ସ୍ ପରି BG = AD ଏର୍ବ L3 ରପ6ର H ଏକ ଦିନ୍ଦୁ 6ନ୍ଦ୍ ପରି CH = BE |
ପ୍ରାମାଣ୍ୟ :
(i) DG : EH = DE : EF
(ii) (DG + EH) : EH = DF : EF
BSE Odisha 10th Class Maths Solutions Geometry Chapter 1 Img 3
ଅକ୍ଳଜ : DG¯¯¯¯¯¯¯¯ ଓ EH¯¯¯¯¯¯¯ ଅଲ୍ଲବ ଦବାପାର |
ପ୍ତମାଣ : (i) AD = BG (ଦର) (AD¯¯¯¯¯¯¯¯∥BG¯¯¯¯¯¯¯¯), ∵ L1 || L2 (ଦର)
⇒ ABGD ଏକ ସାମାତ୍ରତିଦ ଚିତ୍ର | AB = DG
6ସଦୃପତି BEHC ଏକ ସାମାତ୍ର ଚିତ୍ର ଓ BC = EH
∴ DGEH = ABBC …(1)
ପୁନଣ୍ଡ ABBC = DEEF ⇒ DGEH = DEEF (1ରୁ) (ପ୍ରମାଣିତ)

(ii) ପୁଫରୁ ପ୍ରମାଣିର DGEH = DEEF ⇒ DG+EHEH = DE+EFEF (Componendo ଦ୍ଦାରା )
⇒ DG+EHEH = DFEF (ପ୍ରମାଣିତ)



Question 3.
ନିମ୍ନ ଚିତ୍ରରେ L1 || L2 || L3 ଏବଂ T1, ଓ T2, ଦୁଇଟି ଛେଦକ । ଯଦି AB = BC ହୁଏ, ପ୍ରମାଣ କର ଯେ 2 BE = AD + CF |
Solution:
ଦତ୍ତ : L1 || L2 || L3 ଛେଦକ T1 ଓ T2 , L1, L2, ଓ L3, କୁ ଯଥାକ୍ରମେ A, B, C ଓ D, E, F ବିନ୍ଦୁରେ ଛେଦ କରେ ଏବଂ AB = BC |
ପ୍ରାମାଣ୍ୟ : 2BE = AD + CF
ଅକନ : E ଦିଦୁ ମଧ୍ୟ6ଦକ AC ସମାତ ତା6ଦ ଅଜିତ ବେଡା L1 || L3 କୁ ଯଥାକୁ6ମ X ଓ Y ଦିଦ6ର 6ଛଦକ୍ଳରୁ |
BSE Odisha 10th Class Maths Solutions Geometry Chapter 1 Img 4
ଅଙ୍କନ : E ବିନ୍ଦୁ ମଧ୍ୟଦେଇ AC¯¯¯¯¯¯¯ସହ ସମାନ୍ତର ଭାବେ ଅଙ୍କିତ ରେଖା L1 ଓ L3, କୁ ଯଥାକ୍ରମେ X ଓ Y ବିନ୍ଦୁରେ ଛେଦକରୁ ।
BSE Odisha 10th Class Maths Solutions Geometry Chapter 1 Img 5



Question 4.
ଚିତ୍ରରେ L1 || L2 || L3, ଏବଂ T1, ଓ T2, ଦୁଇଟି ଛେଦକ । L1, L2, ଓ L3, କୁ ଛେଦକ T1, ଯଥାକ୍ରମେ A, B ଓ C ବିନ୍ଦୁରେ ଛେଦକରେ ଏବଂ L1, L2, ଓ L3, କୁ ଛେଦକ T2, ଯଥାକ୍ରମେ D, E ଓ F ବିନ୍ଦୁରେ ଛେଦ କରେ । DE = EF ହେଲେ, ପ୍ରମାଣ କର ଯେ, CF – AD = 2 EB । (ସୂଚନା : AF ଅଙ୍କନ କର)
BSE Odisha 10th Class Maths Solutions Geometry Chapter 1 Img 6
Solution:
ଦତ୍ତ : L1 || L2 || L3 ଏବଂ T1, ଓ T2, ଦୁଇଟି ଛେଦକ ଯଥାକ୍ରମେ L1, L2, ଓ L3, କୁ A, B, C ଓ D, E, F ବିନ୍ଦୁରେ ଛେଦକରେ ।
ପ୍ରାମାଣ୍ୟ : CF – AD = 2EB.
ଅଙ୍କନ : AF¯¯¯¯¯¯¯ ଅଙ୍କନ କର । B ବିନ୍ଦୁରୁ AF¯¯¯¯¯¯¯ ସହ ସମାନ୍ତର ଭାବେ ଅଙ୍କିତ ରେଖା FC¯¯¯¯¯¯¯ କୁ ଓ ବିନ୍ଦୁରେ ଛେଦକରୁ ।
AF¯¯¯¯¯¯¯, L2, କୁ H ବିନ୍ଦୁରେ ଛେଦକରୁ ।
BSE Odisha 10th Class Maths Solutions Geometry Chapter 1 Img 7
ପ୍ରମାଣ : DE = EF (ଦଣ) ଓ BE↔ || AD¯¯¯¯¯¯¯¯ (∵ L2 || L1)
⇒ AH = HF,
ଦର୍ମାବ AH = HF ଓ BH¯¯¯¯¯¯¯ || CF¯¯¯¯¯¯¯ ⇒ AB = BC
BG¯¯¯¯¯¯¯¯ || AF¯¯¯¯¯¯¯ (ଅକo) ⇒ CG = GF ⇒ CF = 2GF △AFD 6ର H ଓ E ଯଥାକ୍6ମ AF¯¯¯¯¯¯¯ ଓ DF¯¯¯¯¯¯¯ ର ମଧ୍ୟଦିଦୁ
⇒ EH¯¯¯¯¯¯¯ || AD¯¯¯¯¯¯¯¯
∴ ଦଘଣପଷ୍ଟ = CF – AD = 2GF – 2HE
= 2BH – 2HE (∵ GF = BH)
= 2(BH – HE) = 2BE = ଦାମପଖ (ପ୍ରମାଣିତ)

BSE Odisha 10th Class Maths Solutions Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ Ex 1(a)

Question 5.
BSE Odisha 10th Class Maths Solutions Geometry Chapter 1 Img 8
(i) ଭପରିସ୍ଥ ଚିତ୍ର (a) 6ର A – D – B ଏବଂ A – E – C | m∠DAE = 50°, m ∠AED = m∠ABC = 65° | AD = 3 6ସ.ମି., AE : EC = 2 : 1 6ଦୃ6କ, DB¯¯¯¯¯¯¯ ଓ AB¯¯¯¯¯¯¯ ର 6ଦିଘ୍ୟ ବ୍ଶଷଯ ଦର |
(ii) ଉପରିସ୍ଥ ବିତ୍ର (b) 6ର MN¯¯¯¯¯¯¯¯ || QR¯¯¯¯¯¯¯¯, NR = 25 PR ଏବଂ PQ = 10 6ସ. ମି. 6ଦୃ6କ, PM ଓ QM କିଣପ୍ର କର |
(iii) କପଟାସ୍ଟ ଚିତୃ (b) 6ର PM = 12 PQ, NR = 1.2 6ସ.ମି. ଓ MN¯¯¯¯¯¯¯¯¯¯∥QR¯¯¯¯¯¯¯¯¯ 6 ଦୁ6 କ, PR ଷ୍ଟିର କର
Solution:
(i) △ ADE 6ର m∠AD = 180° – (50° + 65°) = 65°
∠ADE ≅ ∠ABC ⇒ DE¯¯¯¯¯¯¯∥BC¯¯¯¯¯¯¯
BSE Odisha 10th Class Maths Solutions Geometry Chapter 1 Img 9
⇒ ADDB = AEEC = 21
⇒ 3DB = 21 ⇒ DB = 32 6ପ.ମି. = 1.5 6ସ.ମି
AB = AD + DB = 3 6ସ.ମି. + 1.5 6ସ.ମି = 4.5 6ସ.ମି. |

(ii) MN¯¯¯¯¯¯¯¯ || QR¯¯¯¯¯¯¯¯ (ଦଉ)
PMMQ = PNNR ⇒ PM+MQMQ = PN+NRNR
BSE Odisha 10th Class Maths Solutions Geometry Chapter 1 Img 24
⇒ PQMQ = PRNR ⇒ 10MQ = PR25PR
⇒ 10MQ = 52
⇒ MQ = 10×25 6ସ.ମି. = 4 6ସ.ମି. |
PM = PQ – MQ = 10 6ସ.ମି. – 4 6ସ.ମି. = 6 6ସ.ମି. |
∴ PM¯¯¯¯¯¯¯¯ QM¯¯¯¯¯¯¯¯¯ ର ଦେଶ ଯଥାଦୃ6ମ 6 6ସ.ମି. ଓ 4 6ସ.ମି.|

(iii) MN¯¯¯¯¯¯¯¯ || QR¯¯¯¯¯¯¯¯ , PM = 23 PQ
⇒ MQ = PQ – PM = PQ – 23 PQ = 13 PQ
BSE Odisha 10th Class Maths Solutions Geometry Chapter 1 Img 25
⇒ 1.2PR = 13PQPQ ⇒ 1.2PR = 13
⇒ PR = 1.2 × 3 6ସ.ମି. = 3.6 ସେ.ମି. |
∴ PR¯¯¯¯¯¯¯ ର 6ଦଣu = 3.6 ପେ.ପି. |

Question 6.
(i) △ABC 6ର, AB¯¯¯¯¯¯¯¯ ଓ AC¯¯¯¯¯¯¯¯¯ ର ମଧତିହୁ ଯଥାକ୍ର6ମ X ଓ Y 6ହ6କ, ଦଶାଥ 6ଯ XY¯¯¯¯¯¯¯¯¯∥BC¯¯¯¯¯¯¯¯ |
(ii) ଏକ ତ୍ରିସ୍ତକର 6ଣାଟିଏ ତାଦୃତ ମଧ୍ୟଝିହୁ 6ଦକ ଅଠ୍ୟ ଏଜ ଚାହପ୍ତତି ଅଜାଡ ସମାତର 6ରଖା, ତୃତୀୟ ବlନୁ ସମକ୍ରିଖଶ୍ନ କ6ର |
(iii) 6ଣାଟିଏ ପମ6କାଣା ତ୍ରିହ୍ନର ଦଶାବ ମଧ୍ୟବିଦୁ ଅଠ୍ୟ ଏବ୍ଲ ଗ୍ଲାସ୍ଥଗି ସମସ୍ତିଖଣ୍ଡକ6ର , ପ୍ରମାଣ କର |
Solution:
BSE Odisha 10th Class Maths Solutions Geometry Chapter 1 Img 10
BSE Odisha 10th Class Maths Solutions Geometry Chapter 1 Img 11
BSE Odisha 10th Class Maths Solutions Geometry Chapter 1 Img 12

Question 7.
△PQR ରେ, PQ¯¯¯¯¯¯¯¯ ଓ QR¯¯¯¯¯¯¯¯¯ ବାହୁଦ୍ୱୟର ମଧ୍ୟବିନ୍ଦୁ ଯଥାକ୍ରମେ M ଓ N । PR¯¯¯¯¯¯¯¯ ଉପରିସ୍ଥ S ଯେକୌଣସି ଏକ ବିନ୍ଦୁ ହେଲେ, ପ୍ରମାଣ କର ଯେ MN¯¯¯¯¯¯¯¯¯¯, QS¯¯¯¯¯¯¯¯ କୁ ସମର୍ଦ୍ଦିଖଣ୍ଡ କରିବ ।
Solution:
ଦତ : △PQR 6ର PQ¯¯¯¯¯¯¯¯ ଓ QR¯¯¯¯¯¯¯¯¯ ର ମଧ୍ୟବିଦୁ ଯଥାଦୃ6ମ M ଓ N | PR¯¯¯¯¯¯¯¯ ଭପରିସ୍ଥ ‘S’ ଏକ ବିଦୁ | QS¯¯¯¯¯¯¯¯ ଓ MN¯¯¯¯¯¯¯¯¯¯ ର 6ଛଦଦିଦୁ O |
ସ୍ତାମାଶ୍ୟ : OQ = OS
BSE Odisha 10th Class Maths Solutions Geometry Chapter 1 Img 13
ପ୍ରମାଣ : QMMP = 1 (∵ QM = MP (ଦର) )
QNNR = 1 (∵ QN = NR (ଦର) )
⇒ QMMP = QNNR ⇒ MN¯¯¯¯¯¯¯¯∥PR¯¯¯¯¯¯¯
MO¯¯¯¯¯¯¯¯¯∥PS¯¯¯¯¯¯ (∵ MN¯¯¯¯¯¯¯¯∥PR¯¯¯¯¯¯¯ )
⇒ QMMP = QOOS ⇒ 1 = QOOS (∵ QMMP = 1)
⇒ OQ = OS (ପ୍ତମାଣିତ)

BSE Odisha 10th Class Maths Solutions Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ Ex 1(a)

Question 8.
ABCD ଣ୍ଠାପିଲିଷ୍ଟମ6ର AB¯¯¯¯¯¯¯¯∥CD¯¯¯¯¯¯¯¯¯ | ଲଣ AC¯¯¯¯¯¯¯¯¯ ଓ BD¯¯¯¯¯¯¯¯¯ ର 6ବ୍ଳଦଦିନ୍ଦି P 6ଦୃ6କ , ପ୍ତମାଶା କର 6ମ
(i) AP : PC = BP : PD
(ii) CP : AC = DP : BD |
Solution:
BSE Odisha 10th Class Maths Solutions Geometry Chapter 1 Img 14
BSE Odisha 10th Class Maths Solutions Geometry Chapter 1 Img 15

Question 9.
ABCD ଗ୍ରାପିଦିକ୍ଷ୍ମମ6ର AB¯¯¯¯¯¯¯¯ || DC¯¯¯¯¯¯¯¯¯ ଏର AD¯¯¯¯¯¯¯¯¯ ର ମଧ୍ୟତିଦୁ P | AB¯¯¯¯¯¯¯¯ ସଦୃ ସାପବ୍ଦର ଉ6ର ଅବିର PQ←→ BC¯¯¯¯¯¯¯¯ କ Q ଦିହି6ର 6ଛଦନ6କ , ପ୍ରମାଣ ଦ୍ଦର 6ଯ Q 6ଦୃରଚି BC¯¯¯¯¯¯¯¯ ର ମଧ୍ୟନିନ୍ଦୁ |
Solution:
BSE Odisha 10th Class Maths Solutions Geometry Chapter 1 Img 16

Question 10.
ABCD ଉପରୋକ୍ତ AB¯¯¯¯¯¯¯ , BC¯¯¯¯¯¯¯ , CD¯¯¯¯¯¯¯ ,ଓ DA¯¯¯¯¯¯¯¯ ର ମଧ୍ୟବିନ୍ଦୁ ସର୍ବସମ P, Q, R ଓ S |
(a) ପ୍ରମାଣ କର ଯେ PORS ଏକ ସାମାନ୍ତରିକ ଚିତ୍ର ।
(b) ଉପରୋକ୍ତ ଚତୁର୍ଭୁଜ ABCD ର କର୍ଣ୍ଣଦ୍ଵୟ ପରସ୍ପର ପ୍ରତି ଲମ୍ବ ହେଲେ, ପ୍ରମାଣକର ଯେ PORS ଏକ ଆୟତ ଚିତ୍ର ।
Solution:
(a) ଦତ୍ତ : ABCD ଉପରୋକ୍ତ AB¯¯¯¯¯¯¯ , BC¯¯¯¯¯¯¯ , CD¯¯¯¯¯¯¯ , ଓ DA¯¯¯¯¯¯¯¯ ର ମଧ୍ୟବିନ୍ଦୁ ସର୍ବସମ P, Q, R ଓ S |
ପ୍ରାମାଣ୍ୟ : PORS ଏକ ସାମାନ୍ତରିକ ଚିତ୍ର ।
ଅଙ୍କନ : BD¯¯¯¯¯¯¯ ଅଙ୍କନ କରାଯାଉ ।
ପ୍ରମାଣ : △ABD ରେ AB¯¯¯¯¯¯¯ ର ମଧ୍ୟବିନ୍ଦୁ P ଓ AD¯¯¯¯¯¯¯¯ ର ମଧ୍ୟବିନ୍ଦୁ S ।
APBP = 1 (∵ AP = BP (ଦତ୍ତ))
ସେହିପରି ଧୂ) ASSD = 1 (∵ AS = SD (ଦତ୍ତ))
BSE Odisha 10th Class Maths Solutions Geometry Chapter 1 Img 17
∴APBP = ASSD ⇒ PS¯¯¯¯¯¯ || BD¯¯¯¯¯¯¯
ସେହିପରି ପ୍ରମାଣ କରାଯାଇ ପାରିବ QR¯¯¯¯¯¯¯¯ || BD¯¯¯¯¯¯¯ |
PS¯¯¯¯¯¯ || BD¯¯¯¯¯¯¯ ଓ QR¯¯¯¯¯¯¯¯ || BD¯¯¯¯¯¯¯
PS¯¯¯¯¯¯ || QR¯¯¯¯¯¯¯¯
AC¯¯¯¯¯¯¯ ଅଙ୍କନ କରି ସେହିପରି ପ୍ରମାଣ କରାଯାଇ ପାରେ ଯେ PQ¯¯¯¯¯¯¯ || SR¯¯¯¯¯¯¯ |
∴ PORS ଏକ ସାମାନ୍ତରିକ ଚିତ୍ର |

(b) ଦତ୍ତ : ABCD ଚତୁର୍ଭୁଜରେ AC¯¯¯¯¯¯¯ ⊥ BD¯¯¯¯¯¯¯ | AB¯¯¯¯¯¯¯, BC¯¯¯¯¯¯¯, CD¯¯¯¯¯¯¯ ଓ DA¯¯¯¯¯¯¯¯ ର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, S |
ପ୍ରାମାଣ୍ୟ : PORS ଏକ ଆୟତଚିତ୍ର ।
ପ୍ରମାଣ : ମନେକର AC¯¯¯¯¯¯¯ ଓ BD¯¯¯¯¯¯¯ ଛେଦବିନ୍ଦୁ ( ଏବଂ PS¯¯¯¯¯¯ ଓ AC¯¯¯¯¯¯¯ ର ଛେଦବିନ୍ଦୁ X ।
BSE Odisha 10th Class Maths Solutions Geometry Chapter 1 Img 18
(a) ର ଅନୁରୂପ ପ୍ରମାଣ ଦ୍ଵାରା PORS ଏକ ସାମାନ୍ତରିକ ଚିତ୍ର 6ଚିତ୍ର ।
m∠AOB = 90° ⇒ m∠PXO = 90°
(∵ PS¯¯¯¯¯¯ || BD¯¯¯¯¯¯¯)
m∠XPXQ = 90° (∵ PQ¯¯¯¯¯¯¯ || AC¯¯¯¯¯¯¯)
∴ PQRS ଏକ ସାମାନ୍ତରିକ |

Question 11.
ନିମ୍ନ ଚିତ୍ରରେ △ABC ର BA¯¯¯¯¯¯¯ ବାହୁ ସହ CM¯¯¯¯¯¯¯¯ ସମାନ୍ତର, AB¯¯¯¯¯¯¯ ର ପ୍ରାମାବିନ୍ଦୁ P | PQ¯¯¯¯¯¯¯ || AC¯¯¯¯¯¯¯, QR¯¯¯¯¯¯¯¯ || CM¯¯¯¯¯¯¯¯; ସାମାନ୍ତରିକ ମେ
PR¯¯¯¯¯¯¯ || AM¯¯¯¯¯¯¯¯ |
Solution:
ଦତ୍ତ : △ABC ରେ BA¯¯¯¯¯¯¯ || CM¯¯¯¯¯¯¯¯, AP = BP,
PQ¯¯¯¯¯¯¯ || AC¯¯¯¯¯¯¯ ଓ QR¯¯¯¯¯¯¯¯ || CM¯¯¯¯¯¯¯¯
ପ୍ରାମାଣ୍ୟ : PR¯¯¯¯¯¯¯||AM¯¯¯¯¯¯¯¯
ପ୍ରମାଣ : △ABC ରେ PQ¯¯¯¯¯¯¯ ||AC¯¯¯¯¯¯¯ (ଦତ୍ତ) ।
BSE Odisha 10th Class Maths Solutions Geometry Chapter 1 Img 19
⇒ BPAP = BQQC
△BCM ରେ QR¯¯¯¯¯¯¯¯ ||CM¯¯¯¯¯¯¯¯ (ଦତ୍ତ) ।
⇒ BQQC = BRRM ……(i)
∴ (i) ଓ (ii)ରୁ BPAP = BRRM
△BCM ରେ BPAP = BRRM ⇒ PR¯¯¯¯¯¯¯ ||AM¯¯¯¯¯¯¯¯ (ପ୍ରମାଣିତ)
ତ୍ରିଭୁଜର କୋଣର ସମଦ୍ବିଖଣ୍ଡକ ସମ୍ବନ୍ଧୀୟ ଆଲୋଚନା



No comments:

Post a Comment

ANANTA COACHING CENTRE

ANANTA COACHING CENTRE

A Coaching Centre for Class 1 to +3 Both English and Odia Medium BSE Odisha, CBSE, ICSE Board Exam Preparation.

🏫 Location:

  • 📍 Address: At- Purana, Post- Thalasada, PS- Soro, Dist- Baleswar, State- Odisha, Country- India

📞 Contact Us:

  • 📱 Phone: +91 8280607556
  • 📧 Email: anantacoachingcentre@gmail.com

Read More
ANANTA COACHING CENTRE