BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

Pradeep Kumar Moharana

By Pradeep Kumar Moharana

in

Question 1.
ନିମ୍ନଲିଖତ ପ୍ରଶ୍ନମାନଙ୍କରେ ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।

(i) ନିମ୍ନଲିଖୂତ ମଧ୍ୟରୁ କେଉଁଟି ଠିକ୍ ?
(a) √4 ଏକ ଅପରିମେୟ ସଂଖ୍ୟା
(b) √2 ଓ √3 ମଧ୍ୟରେ ଅପରିମେୟ ସଂଖ୍ୟା ନାହିଁ
(c) √8 ଏକ ଅପରିମେୟ ସଂଖ୍ୟା
(d) π ∈ Q
ସମାଧାନ:
√8 ଏକ ଅପରିମେୟ ସଂଖ୍ୟା
√8 = 2√2 ଏକ ଅପରିମେୟ ସଂଖ୍ୟା ଉତ୍ତରଟି ଠିକ୍ ।


(ii) ନିମ୍ନଲିଖ ମଧ୍ୟରୁ କେଉଁଟି ଠିକ୍ ନୁହେଁ ?
(a) p ଓ q ସଂଖ୍ୟାଦ୍ଵୟ ଯଥାକ୍ରମେ ପରିମେୟ ଓ ଅପରିମେୟ ହେଲେ p + q ଅପରିମେୟ
(b) p ଓ q ସଂଖ୍ୟାଦ୍ଵୟ ଅପରିମେୟ ହେଲେ p + q ଅପରିମେୟ
(c) p ଓ q ସଂଖ୍ୟାଦ୍ଵୟ ପରିମେୟ ହେଲେ p + q ପରିମେୟ
(d) p ଓ q ସଂଖ୍ୟାଦ୍ଵୟ ପରିମେୟ ହେଲେ p – q ପରିମେୟ
ସମାଧାନ:
p ଓ q ସଂଖ୍ୟାଦ୍ଵୟ ଯଥାକ୍ରମେ ପରିମେୟ ଓ ଅପରିମେୟ ହେଲେ p + q ଅପରିମେୟ
ଅପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ ନାହିଁ ।


(iii) ନିମ୍ନଲିଖୂତ ମଧ୍ୟରୁ କେଉଁଟି ଠିକ୍ ?
(a) p ଓ q ପରିମେୟ ହେଲେ pq ପରିମେୟ
(b) p ଓ q ଅପରିମେୟ ହେଲେ pq ଅପରିମେୟ
(c) p ପରିମେୟ ଓ ରୁ ଅପରିମେୟ ହେଲେ pq ପରିମେୟ
(d) p ଓ q ଅପରିମେୟ ହେଲେ p/q ଅପରିମେୟ
ସମାଧାନ:
p ଓ q ପରିମେୟ ହେଲେ pq ପରିମେୟ
ପରିମେୟ ସଂଖ୍ୟାରେ ଗୁଣନ ପ୍ରକ୍ରିୟା ସବୃତ୍ତି ନିୟମ ପାଳନ କରେ ।


(iv) ରାଡ଼ିକାଲ (କରଣୀ) ଚିହ୍ନ ବ୍ୟବହାର କଲେ 2? ରାଶିଟି କାହା ସହ ସମାନ ?
(a) √2
(b) 2–√3
(c) √8
(d) ଏଥରୁ କେଉଁଟି ନୁହେଁ
ସମାଧାନ:
√2
212 = √2


(v) ଡ଼ିକାଲ ଚିହ୍ନ ଅପସାରଣ କଲେ -3 ରାଶିର ସରଳୀକୃତ ମାନ କେଉଁଟି ?
(a) x352
(b) 12x−15
(c) x152
(d) ଏଥରୁ କେଉଁଟି ନୁହେଁ
ସମାଧାନ:
x352
12x−3√5=12x−33=x352

(vi) 9−112 ରାଶିଟି କେଉଁ ରାଶି ସହ ସମାନ ?
(a) 13
(b) 313
(c) 19
(d) 127
ସମାଧାନ:
127
9−12=(32)−32=3−3=133=127
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

(vii) (2–√2√2√) ର ମୁଲ୍ୟ ଲାହା ସହ ସମାନ ?
(a) √2
(b) 12
(c) 12√
(d) 2
ସମାଧାନ:
2
2–√2√2√=2–√(212)12=2–√212+12=(2–√)2 = 2

(viii) କେଉଁବି ଠିଳ୍?
(a) 4–√4>3–√3
(b) 4–√3>3–√4
(c) 4–√3=3–√4
(d) 4–√4=3–√3
ସମାଧାନ:
4–√3>3–√4
(4–√3)12=4123=44=256,(3–√4)12=3124=33 = 27


(ix) Q ସମସ୍ତ ପରିମେୟ ସଂଖ୍ୟା ଓ ତୁ ସମସ୍ତ ଅପରିମେୟ ସଂଖ୍ୟା ହେଲେ Q – Q’ = ?
(a) N
(b) Z
(c) R
(d) ଏଥୁରୁ କେଉଁଟି ନୁହେଁ
ସମାଧାନ:
R
Q ସମସ୍ତ ପରିମେୟ ସଂଖ୍ୟା, Q’ ସମସ୍ତ ଅପରିମେୟ ସଂଖ୍ୟା ହେଲେ Q ∪ Q’ = R

(x) ନିମ୍ନଲିଖୂତ ମଧ୍ୟରୁ x ର ମୂଲ୍ୟ କେଉଁଟି ହେଲେ (√5 + √2) x ଏକ ପରିମେୟ ସଂଖ୍ୟା ହେବ ?
(a) √5 + √2
(b) √5 – √2
(c) √5
(d) √2
ସମାଧାନ:
√5 – √2
(√5 + √2) x ଏକ ପରିମେୟ ସଂଖ୍ୟା ହେଲେ x = √5 – √2
ଲାରଣ : (√5 + √2) (√5 – √2) = √5 – √2 = 3

(xi) x + (1 – √2 ) ଏକ ପରିମେୟ ସଂଖ୍ୟା ହେଉଥ୍ଲେ ନିମ୍ନଲିଖିତ ମୂଲ୍ୟରୁ xର ମୂଲ୍ୟଟି ବାଛ ।
(a) 1 – √2
(b) √2 – 1
(c) -1 – √2
(d) 2√2
ସମାଧାନ:
√2 – 1
x + (1 – √2) ଏକ ପରିମେୟ ସଂଖ୍ୟା ହେଲେ, x = √2 – 1
ଲାରଣ : √2 – 1 + 1 – √2 = 0 ∈ Q

(xii) 2√3√ ସଂଖ୍ୟାଟି ନିମ୍ନଲିଖ ମଧ୍ୟରୁ କେଉଁଟି ସହ ସମାନ ନୁହେଁ ?
(a) 46√
(b) 6√3
(c) 26√
(d) 12√18√
ସମାଧାନ:
46√
2√3√≠46√, (ଲାରଣ : 2√3√×2√2√=26√)

(xiii) 3√2 ଓ 7√8 ର ଯୋଗଫଳ କେତେ ?
(a) 12√2
(b) 10√2
(c) 10√8
(d) ଏଥୁରୁ କେଉଁଟି ନୁହେଁ
ସମାଧାନ:
ଏଥୁରୁ କେଉଁଟି ନୁହେଁ
3√2 + 7√8 = 3√2 + 14√2 = 17√2

Question 2.
ନିମ୍ନୋକ୍ତ ଉକ୍ତି ମଧ୍ୟରୁ ଯେଉଁଗୁଡ଼ିକ ସତ୍ୟ ସେଗୁଡ଼ିକୁ ଚିହ୍ନଟ କର ।

(i) 0 ∈ R
ସମାଧାନ:
T

(ii) √16 ∈ Q
ସମାଧାନ:
T

(iii) √5 ∈ R
ସମାଧାନ:
T

(iv) -0 = 0
ସମାଧାନ:
T

(v) -π ∈ Q
ସମାଧାନ:
F

(vi) 2π ∈ Q’
ସମାଧାନ:
T

(vii) 2 + √2 ∈ Q
ସମାଧାନ:
F

(viii) Q ⊂ R
ସମାଧାନ:
T

(ix) π ∈ Q’
ସମାଧାନ:
T

(x) Q ∪ Q’ = R
ସମାଧାନ:
T

(xi) Q ⊂ Q’
ସମାଧାନ:
F

(xii) R – Q = Q’
ସମାଧାନ:
T

(xiii) √2 ଓ √3 ମଧ୍ୟରେ ଅସୀମ ସଂଖ୍ୟକ ଅପରିମେୟ ସଂଖ୍ୟା ବିଦ୍ୟାମନ ।
ସମାଧାନ:
F

(xiv) 0.01001000100001.. ଏକ ପରିମେୟ ସଂଖ୍ୟା
ସମାଧାନ:
 (F) କାରଣ : ଏହି ଅସରନ୍ତି ଦଶମିକ ସଂଖ୍ୟାଟି ପୌନଃପୁନିକ ନୁହେଁ ।

(xv) x ∈ R ହେଲେ x⋅1x = 1
ସମାଧାନ:
(F) (xv) (F) କାରଣ : x = 0 ହେଲେ ଏହା ସତ୍ୟ ନୁହେଁ ।

BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

(xvi) ଦୁଇଗୋଟି ପରିମେୟ ସଂଖ୍ୟାର ଯୋଗଫଳ ପରିମେୟ ।
ସମାଧାନ:
(T) ଦୁଇଗୋଟି ପରିମେୟ ସଂଖ୍ୟାର ଯୋଗ ସଂବୃତ୍ତି ନିୟମ ପାଳନ କରେ, ତେଣୁ ପରିମେୟ ସଂଖ୍ୟାର ଯୋଗଫଳ ପରିମେୟ ସଂଖ୍ୟା ।

(xvii) ଦୁଇଟି ପରିମେୟ ସଂଖ୍ୟାର ଯୋଗଫଳ ଅପରିମେୟ ।
ସମାଧାନ:
 (F) (ଏହା ସାର୍ବଜନୀନ ସତ୍ୟ ନୁହେଁ ।)

(xviii) ଦୁଇଟି ଅପରିମେୟ ସଂଖ୍ୟାର ଯୋଗଫଳ ପରିମେୟ ।
ସମାଧାନ:
(F) (ଏହା ମଧ୍ୟ ସାର୍ବଜନନୀ ସତ୍ୟ ନୁହେଁ ।)

(xix) ଦୁଇଟି ଅପରିମେୟ ସଂଖ୍ୟାର ଗୁଣଫଳ ଅପରିମେୟ ।
ସମାଧାନ:
(F) (ଏହା ସାର୍ବଜନୀନ ସତ୍ୟ ନୁହେଁ ।)

(xx) π ସହ ଯେକୌଣସି ବାସ୍ତବ ସଂଖ୍ୟା ଯୋଗ କଲେ ଯୋଗଫଳ ଅପରିମେୟ ।
ସମାଧାନ:
F

Question 3.
ନିମ୍ନଲିଖ ରାଶିମାନଙ୍କ ମଧ୍ୟରୁ କେଉଁ ସଂଖ୍ୟାଗୁଡ଼ିକ ପରିମେୟ ଓ କେଉଁଗୁଡ଼ିକ ଅପରିମେୟ ଲେଖ ।

(i) 3
ସମାଧାନ:
ପରିମେୟ ରାଣି

(ii) 12
ସମାଧାନ:
ପରିମେୟ ରାଣି

(iii) -10
ସମାଧାନ:
ପରିମେୟ ରାଣି

(iv) √81
ସମାଧାନ:
ପରିମେୟ ରାଣି

(v) 227
ସମାଧାନ:
ପରିମେୟ ରାଣି

(vi) π
ସମାଧାନ:
ଅପରିମେୟ ରାଣି

(vii) 3√2
ସମାଧାନ:
ଅପରିମେୟ ରାଣି

(viii) 12√
ସମାଧାନ:
ଅପରିମେୟ ରାଣି

(ix) 0 7
ସମାଧାନ:
ପରିମେୟ ରାଣି

(x) 0.7¯¯¯
ସମାଧାନ:
ପରିମେୟ ରାଣି

(xi) √0.7
ସମାଧାନ:
ଅପରିମେୟ ରାଣି

(xii) 0.07007000700007….
ସମାଧାନ:
ଅପରିମେୟ ରାଣି

BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

Question 4.
ଶୂନ୍ୟସ୍ଥାନ ପୂରଣ କର :

(i) 2ର ଗୁଣନାତ୍ମକ ବିଲୋମୀ _______ ।
ସମାଧାନ:
12
(ii) √2 ର ଗୁଣନାତ୍ମକ ବିଲୋମୀ _____ ।
ସମାଧାନ:
12√
(iii) √2 ର ଯୋଗାତ୍ମକ ବିଲୋମୀ _____ ।
ସମାଧାନ:
-√2

(iv) πର 227 ଏଳ ମାନ ଅଟେ ।
ସମାଧାନ:
ଆସନୄ

(v) 4 – √3 ର ଗୁଣନାତ୍ମକ ବିଲୋମୀ _____ ।
ସମାଧାନ:
√3 – 4

(vi) _____ ର ଗୁଣନାତ୍ମକ ବିଲୋମୀ ଓ ଯୋଗାତ୍ମକ ବିଲୋମୀର ସମଷ୍ଟି ଶୂନ ଅଟେ ।
ସମାଧାନ:
1 ଳିମୂ‍। -1

(vii) _____ px = py ହେଲ x = y ହେବ କେବଳ ଯଦି
ସମାଧାନ:
p ≠ 0

(viii) Q ∪ Q’ = _____ ।
ସମାଧାନ:
R

(ix) -π ର ପରମ ମାନ _____ ।
ସମାଧାନ:
π

(x) x = 0 ହେଲେ | x | ର ମାନ _____ ।
ସମାଧାନ:
0

Question 5.
‘କ’ ସ୍ତମ୍ଭରେ ଥ‌ିବା ସଂଖ୍ୟାମାନଙ୍କୁ ‘ଖ’ ସ୍ତମ୍ଭରେ ଥ‌ିବା ପଦ ସହ (ଅର୍ଥ ଭିଭିକ) ମଳାଇ ରଖ ।

‘କ’ ‘ଖ’
(i) 0 (i) ଗୁଣନାତ୍ମକ ବିଲୋମୀ
(ii)  1 (ii)  ମୌଳିକ ସଂଖ୍ୟା
(iii) √2 (iii) ଅପରିମେୟ ସଂଖ୍ୟା
(iv) 5 (iv) ଯୁଗ୍ମ ସଂଖ୍ୟା
(v) 6 (v) ଆସନ୍ନମାନ 227
(vi)  0.7¯¯¯ (vi)  ଯୋଗାତ୍ମକ ବିଲୋମୀ
(vii) x ଓ -x (vii) ଯୋଗାତ୍ମକ ଅଭେଦ
(viii) 2 ଓ 12 (viii) ଭଗ୍ନସଂଖ୍ୟା pq
(ix) π (ix)  ଗୁଣନାତ୍ମକ ଅଭେଦ
ସମାଧାନ:

‘କ’ ‘ଖ’
(i) 0 (vii) ଯୋଗାତ୍ମକ ଅଭେଦ
(ii)  1 (ix)  ଗୁଣନାତ୍ମକ ଅଭେଦ
(iii) √2 (iii) ଅପରିମେୟ ସଂଖ୍ୟା
(iv) 5 (ii)  ମୌଳିକ ସଂଖ୍ୟା
(v) 6 (iv) ଯୁଗ୍ମ ସଂଖ୍ୟା
(vi)  0.7¯¯¯ (viii) ଭଗ୍ନସଂଖ୍ୟା pq
(vii) x ଓ -x (vi)  ଯୋଗାତ୍ମକ ବିଲୋମୀ
(viii) 2 ଓ 12 (i) ଗୁଣନାତ୍ମକ ବିଲୋମୀ
(ix) π (v) ଆସନ୍ନମାନ 227
Question 6.
ନିମ୍ନଲିଖତ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ଲେଖାଏଁ ଉଦାହରଣ ଦିଅ ।

(i) x ଓ y ଅପରିମେୟ ମାତ୍ର x + y ପରିମେୟ
ସମାଧାନ:
x ଓ y ଅପରିମେୟ ମାତ୍ର x + y ପରିମେୟ
ମନେକର x = 2 + √3 ଏବଂ y = 2 – √3
⇒ x + y = 2+ √3 + 2 – √3
x + y = 4 (ପରିମେୟ)

(ii) x ଓ y ଅପରିମେୟ ଓ x + y ଅପରିମେୟ
ସମାଧାନ:
x ଓ y ଅପରିମେୟ ମାତ୍ର x + y ଅପରିମେୟ
ମନେକର x = √3 + 1 ଓ y = √3 + 1
x + y = √3 + 1 + √3 – 1 = 2√3 ଅପରିମେୟ

(iii) x ଓ y ଅପରିମେୟ ମାତ୍ର x – Y ପରିମେୟ
ସମାଧାନ:
x ଓ y ଅପରିମେୟ ମାତ୍ର x – Y ପରିମେୟ
ମନେକର x = √3 + 4 ଏବଂ y = √3 – 4
∴ x – y = (√3 + 4) − (√3 – 4)
= √3 + 4 – √3 + 4 = 8 (ପରିମେୟ)

(iv) x ଓ y ଅପରିମେୟ ମାତ୍ର xy ପରିମେୟ
ସମାଧାନ:
x ଓ y ଅପରିମେୟ ମାତ୍ର xy ପରିମେୟ
ମନେକର x = √3 + 1, y = √3 – 1
⇒ xy = (√3 + 1)(√3 − 1) = (√3)2 – (1)2 = 3 – 1 = 2 (ପରିମେୟ)

BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

(v) x ଓ y ଅପରିମେୟ ଓ xy ଅପରିମେୟ
ସମାଧାନ:
x ଓ y ଅପରିମେୟ ମାତ୍ର xy ଅପରିମେୟ
ମନେକର x = √2, y = √3
⇒ xy = √2 × √3 = √6 (ଅପରିମେୟ)

(vi)  x ଓ y ଅପରିମେୟ ମାତ୍ର xy ପରିମେୟ
ସମାଧାନ:
x ଓ y ଅପରିମେୟ ମାତ୍ର xy ପରିମେୟ
ମନେକର x = 2√3, y = 3√3
⇒ xy=23√33√=23 (ପରିମେୟ)

(vii) x ଓ y ଅପରିମେୟ ଓ xy ଅପରିମେୟ
ସମାଧାନ:
x ଓ y ଅପରିମେୟ ଓ xy ଅପରିମେୟ
ମନେକର x = √6 ଓ y = √3
⇒ x = 6√3√ = √2 (ଅପରିମେୟ)

Question 7.
ନିମ୍ନଲିଖୂତ ପ୍ରଶ୍ନମାନଙ୍କ ଉତ୍ତର ଦିଅ ।

(i) କେଉଁ ବାସ୍ତବ ସଂଖ୍ୟା ତା’ ନିଜର ଯୋଗାତ୍ମକ ବିଲୋମୀ ଅଟେ ?
ସମାଧାନ:
0 = -0 ଏବଂ 0 ∈ R । ତେଣୁ ଉତ୍ତର 0 ଅଟେ ।

(ii) କେଉଁ ବାସ୍ତବ ସଂଖ୍ୟା ତା’ ନିଜର ଗୁଣନାତ୍ମକ ବିଲୋମୀ ଅଟେ ?
ସମାଧାନ:
1 = 11 ଏବଂ – 1 = 1−1 ତେଣୁ ଉତ୍ତର I ଏବଂ – 1 ଏଠାରେ {1, – 1} e R । ତେଣୁ ଉତ୍ତର 1 କିମ୍ବା (-1) ।

(iii) a x 0 = b x 0 ହେଲେ ସର୍ବଦା a = b ହେବ କି ? କାରଣ ସହ ଉତ୍ତର ଦିଅ ।
ସମାଧାନ:
a × 0 = b × 0 ଏହା ସର୍ବଦା a = b ହେବ ନାହିଁ । (କାରଣ 15 × 0 = 28 × 0 ∴ 15 ≠ 28)

(iv) ଦୁଇଗୋଟି ଅପରିମେୟ ସଂଖ୍ୟା ଲେଖ ଯେପରି ସେମାନଙ୍କ ଗୁଣଫଳ ପରିମେୟ ମାତ୍ର ଯୋଗଫଳ ଅପରିମେୟ ହେବ ।
ସମାଧାନ:
ମନେଳର x = (√3 + 1), y = (√3 – 1)
ସଂଖ୍ୟ‍।ଦୁୟର ଗୁଣଫଳ xy = (√3 + 1) (√3 − 1) = (√3)2 − 12 = 3 − 1 = 2 (ପରିମେୟ )
ସଂଖ୍ୟ‍।ଦୁୟର ଯୋଗଫଳ x + y = √3 + 1 + √3 − 1 = √3 + √3 = 2√3 (ଅପରିମେୟ)

(v) ଦୁଇଗୋଟି ଅପରିମେୟ ସଂଖ୍ୟା ଲେଖ ଯେପରି ସେମାନଙ୍କ ଯୋଗଫଳ ପରିମେୟ ମାତ୍ର ଗୁଣନଫଳ ଅପରିମେୟ ହେବ ।
ସମାଧାନ:
ମନେଳର x = 2 – √3, y = √3
x + y = 2 – √3 + √3 = 2 (ପରିମେୟ )
xy = ( 2 – √3) √3 = 2√3 – 3 (ଅପରିମେୟ)‍।

(vi) ଏକ ପରିମେୟ ଭଗ୍ନ ସଂଖ୍ୟ ଦଶମିକ ଓ ଏକ ଅପରିମେୟ ସଂଖ୍ୟାର ଦଶମିକ ରୂପରେ ପାର୍ଥକ୍ୟ କ’ଣ ଥାଏ ?
ସମାଧାନ:
ପରିମେୟ ଭଗ୍ନସଂଖ୍ୟାର ଦଶମିକ ରୂପ ସସୀମ ଦଶମିକ ସଂଖ୍ୟା ଓ ପୌନଃପୁନିକ ଦଶମିକ ସଂଖ୍ୟା । ଏକ ଅପରିମେୟ ସଂଖ୍ୟାର ଦଶମିକ ରୂପ ଅସୀମ ଦଶମିକ ସଂଖ୍ୟା ମାତ୍ର ଅଣପୌନଃପୁନିକ ଅଟେ ।

Question 8.
ନିମ୍ନଲିଖ ସଂଖ୍ୟାମାନଙ୍କ ଯୋଗଫଳ ସ୍ଥିର କର ‍।

(i) √18 ଓ √72
ସମାଧାନ:
√18 + √72 = 9×2−−−−√+36×2−−−−−√ = 3√ + 6√2 = (3+6) √2=9√2

(ii) 3√2 ଓ 7√2
ସମାଧାନ:
3√2 + 7√2 = (3 + 7) √2 = 10√2

(iii) √5 ଓ -√5
ସମାଧାନ:
√5 + (-√5) = √5 – √5 = 0

(iv) √75, √108 ଓ √147
ସମାଧାନ:
√75 + √108 + √147 = 25×3−−−−−√+36×3−−−−−√+49×3−−−−−√
= 5√3 + 6√3 + 7√3 = (5 + 6 + 7) √3 = 18√3

Question 9.
ନିମ୍ନଲିଖ ସଂଖ୍ୟାମାନଙ୍କର ଗୁଣଫଳ ସ୍ଥିର କର ।

(i) √5 ଓ √2
ସମାଧାନ:
√5 × √2 = 5×2−−−−√ = √10

(ii) √20 ଓ √5
ସମାଧାନ:
√20 × √5 = 20×5−−−−−√ = √100 = 10

(iii) (3 + √2) ଓ (3 – √2)
ସମାଧାନ:
(3 + √2)(3 – √2) = 32 − (√2)2 = 9 – 2 = 7

(iv) √12, √45 ଓ √15
ସମାଧାନ:
√12 × √45 × √15 = 12×45×15−−−−−−−−−−√=2×2×3×3×3×5×3×5−−−−−−−−−−−−−−−−−−−−−−−√
= 2 × 3 × 3 × 5 = 90

Question 10.
ନିମ୍ନଲିଖତ ରାଶିମାନଙ୍କୁ x ସହ ଗୁଣନ କଲେ ଯଦି ଗୁଣଫଳ 1 (ଏକ) ତେବେ x ର ମୂଲ୍ୟ ନିର୍ଣ୍ଣୟ କର ଯେପରିକି xର ହର ଏକ ପୂର୍ବ ସଂଖ୍ୟା ହେବ ।

(i) √3
ସମାଧାନ:
√3 × x = 1 ⇒ x = 13√=3√3√×3√=3√3
(ii) 3√2
ସମାଧାନ:
3√2 × x = 1 ⇒ x = 132√=2√32√×2√=2√6
(iii) 2 + √3
ସମାଧାନ:
(2 + √3) × x = 1 ⇒ x = 12+3√
⇒ x = 2−3√(2+3√)(2−3√)=2−3√(2)2−(3√)2=2−3√4−3 = 2 – √3
∴ xର ଗୁଲ୍ୟ = 2 – √3

(iv) √5 – 1
ସମାଧାନ:
(√5 – 1) × x = 1 ⇒ x = 15√−1
⇒ x = 5√+1(5√−1)(5√+1)=5√+1(5√)2−(1)2=5√+15−1=5√+14
(v) √3 + √2
ସମାଧାନ:
(√3 + √2) × x = 1 ⇒ x = 13√+2√
⇒ x = 3√−2√(3√+2√)(3√−2√)=3√−2√(3√)2−(2√)2=3√−2√3−2 = √3 – √2
∴ xର ଗୁଲ୍ୟ = √3 – √2
ବି.ଦ୍ର. : – : ପ୍ରତ୍ୟେକର ଗୁଣନାତ୍ମକ ବିଲୋମୀକୁ ପରିମେୟ ହର ବିଶିଷ୍ଟ ରାଶିରେ ପରିଣତ କରାଯାଇଛି ।

BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

Question 11.
0.303003000300003….. ଦଶମିକ ରାଶିଟି ପରିମେୟ କି ଅପରିମେୟ କାରଣ ସହ ଲେଖ ।
ସମାଧାନ:
0.303003000300003….. ରାଶିଟି ଅପରିମେୟ ଅଟେ ।
କାରଣ – ଉକ୍ତ ଦଶମିକ ଭଗ୍ନାଂଶ ଅସୀମ ଓ ଅଣପୌନଃପୁନିକ ଦଶମିକ ସଂଖ୍ୟା ଅଟେ ।

Question 12.
P ଓ Q ବିନ୍ଦୁଦ୍ଵୟ ସଂଖ୍ୟାରେଖାରେ ନିମ୍ନଲିଖିତ ସଂଖ୍ୟା ଯୋଡ଼ି ଦ୍ଵାରା ସୂଚିତ ହେଲେ ପ୍ରତ୍ୟେକ କ୍ଷେତ୍ର ପାଇଁ PQ ଦୂରତା ନିର୍ଣ୍ଣୟ କର ।
P ଓ Qଚ ଘାନାଢ ଯଥାକୁମେ a ଓ b ହେଲେ PQ = |a – b|

(i) 8 ଓ 15
ସମାଧାନ:
PQ = |8 – 15| = |-7| = 7

(ii) -4 ଓ 3.2
ସମାଧାନ:
PQ = |- 4 – 3.2| = |-7.2| = 7.2

(iii) -3.7 ଓ -6.1
ସମାଧାନ:
PQ =|-3.7 – (-6.1)| = |-3.7 + 6.1| = |2.4| = 2.4

(iv) π ଓ -3π
ସମାଧାନ:
PQ = |π – (-3π)| = |π + 3π| = |4π| = 4π

Question 13.
ନିମ୍ନଲିଖ ରାଶିମାନଙ୍କୁ ପରିମେୟ ହର ବିଶିଷ୍ଟ ରାଶିରେ ପ୍ରକାଶ କର ।

(i) 23(3√+2)
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

(ii) 21+2√
ସମାଧାନ:
21+2√=2(2√−1)(2√+1)(2√−1)=2(2√−1)(2√)2−(1)2=2(2√−1)2−1 = 2(√2 – 1)

(iii) 22√+3
ସମାଧାନ:
22√+3=23+2√=2(3−2√)(3+2√)(3−2√)=2(3−2√)(3)2−(2√)2=2(3−2√)9−2=2(3−2√)7
(iv) 11+2√
ସମାଧାନ:
11+2√=12√+1=1(2√−1)(2√+1)(2√−1)=(2√−1)(2√)2−(1)2=(2√−1)2−1 = √2 – 1

(v) 53−2√
ସମାଧାନ:
53−2√=5(3+2√)(3−2√)(3+2√)=5(3+2√)(3)2−(2√)2=5(3+2√)9−2=5(3+2√)7
(vi) 1+2√3√+2√
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 1

(vii) 2√−15√−2√
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 2

(viii) 11+2√+3√
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 3

(ix) 2√+3√2√+3√+5√
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 4

Question 14.
ସରଳ ଜର :

(i) 5√+3√5√−3√+5√−3√5√+3√
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 5

(ii) 7√−5√7√+5√+7√+5√7√−5√
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 6

Question 15.
a ଓ b ପରିମେୟ ସଂଖ୍ୟା ହେଲେ ନିମ୍ନଲିଖତ କ୍ଷେତ୍ରରେ ସେମାନଙ୍କ ମାନ ନିର୍ଣ୍ଣୟ କର ।

(i) 3√−13√+1 = a + b√3
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 7

(ii) 4+5√4−5√ = a + b√5
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 8

(iii) 3√+2√3√−8√ = a + b√6
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 9

Question 16.
ସଂଖ୍ୟାରେଖା ଅଙ୍କନ କରି କମ୍ପାସ୍ ଓ ସ୍କେଲ୍‌ର ବ୍ୟବହାରଦ୍ୱାରା ନିମ୍ନଲିଖତ ସଂଖ୍ୟାମାନଙ୍କୁ ସଂଖ୍ୟାରେଖାରେ ଚିହ୍ନଟ କର ।

(i) 35
ସମାଧାନ:
ଏଠାରେ 35 < 1 ଏବଂ 35 > 0, ଅର୍ଥାତ୍ 0 < 35 < 1।
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 10
OP = PQ ହେବ ।
∴ 35 ର ସୂଚକ ବିନ୍ଦୁଟି ଠ ର ଡାହାଣକୁ ଏବଂ P ବିନ୍ଦୁର ବାମକୁ ରହିବ । ଅର୍ଥାତ୍ ସୂଚକ ବିନ୍ଦୁ, OP ରେଖାଖଣ୍ଡ ଉପରେ
0 ଏବଂ 1 ର ମଧ୍ୟବର୍ତୀ ଅଂଶକୁ ସମାନ ପାଞ୍ଚଭାଗ କରି S ବିନ୍ଦୁ ଚିହ୍ନଟ କର, ଯାହା 35 ର ସୂଚକ ବିନ୍ଦୁ ହେବ ।

BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

(ii) 1 13
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 11
ଏଠାରେ 1 13 < 2 ଅର୍ଥାତ୍ 0 < 43 < 2
∴ 43 ର ସୂଚକ ବିନ୍ଦୁଟି O ର ଡାହାଣକୁ PQ¯¯¯¯¯¯¯ ରେଖାଖଣ୍ଡ ଉପରେ ରହିବ । PQ ର ମଧ୍ୟବର୍ତୀ ଅଂଶକୁ ସମାନ ତିନିଭାଗ କରି S ବିନ୍ଦୁ ଚିହ୍ନଟ କର ଯାହା 43 ର ସୂଚକ ବିନ୍ଦୁ ହେବ ।

(iii) √2 – 1
ସମାଧାନ:
ଆମେ ଜାଣିଛେ ଯେ 1 < 2 < 4
⇒ 1 < √2 < 2 ⇒ 1 – 1 < √2 – 1 < 2 – 1 ⇒ 0 <, 2 – 1 < 1
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 12
∴ √2 – 1କୁ ସୂଚାଉଥୁବା ବିନ୍ଦୁଟି ସଂଖ୍ୟାରେଖାର 0 ଓ 1 ଦ୍ଵୟକୁ ସୂଚାଉଥବା ବିଦୁ୍ୟଦ୍ଵୟ ମଧ୍ଯରେ ଅବସ୍ଥାନ କରିବ ଅର୍ଥାତ୍ ସୂଚକ ବିନ୍ଦୁଟିOQ¯¯¯¯¯¯¯¯ ଉପରିସ୍ଥ ଏକ ବିନ୍ଦୁ ହେବ ।
Δ AOP ସମକୋଣୀ ତ୍ରିଭୁଜରେ PO = AO = 1 ଏକକ
∴ AP = PO2+OA2−−−−−−−−−−√ =√2 ଏକକ।
Pକୁ କେନ୍ଦ୍ରକରି ଓ AP ବ୍ୟାସାର୍ଦ୍ଧ ପରିମିତ ଚାପ ସଂଖ୍ୟାରେଖାକୁ M ବିନ୍ଦୁରେ ଛେଦକରୁ । ଏଠାରେ M ବିନ୍ଦୁଟି √2 – 1 ର ସୂଚକ ବିନ୍ଦୁ ।

(iv) √2 + 1
ସମାଧାନ:
ଆମେ ଜାଣିଛେ, 1 < 2 < 4
∴ 1 < √2 < 2 ⇒ 1 + 1 < √2 + 1 < 2 + 1 ⇒ 2 < √2 + 1 < 3
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 13
∴ √2 + 1 କୁ ସୂଚାଉଥବା ବିନ୍ଦୁଟି ସଂଖ୍ୟାରେଖାର 2 ଓ 3 ଦ୍ୱୟକୁ ସୂଚାଉଥବା ବିନ୍ଦୁଦ୍ଵୟ ମଧ୍ଯରେ ଅବସ୍ଥାନ କରିବ । ଅର୍ଥାତ୍ ସୂଚକ ବିନ୍ଦୁଟି QR¯¯¯¯¯¯¯¯ ଉପରିସ୍ଥ ଏକ ବିନ୍ଦୁ ହେବ ।
Δ APQ ସମକୋଣୀ A ରେ PQ = AQ = 1 ଏକକ
∴ AP = PQ2+AQ2−−−−−−−−−−√ = √2 ଏକକ
P କେନ୍ଦ୍ର ଓ AP ବ୍ୟାସାର୍ଷ ପରିମିତ ଚାପ ସଂଖ୍ୟାରେଖାକୁ M ବିନ୍ଦୁରେ ଛେଦ କରୁ ।
ଏଠାରେ M ବିନ୍ଦୁଟି √2 + 1 ର ସୂଚକ ବିନ୍ଦୁ ହେବ ।

(v) 2 + √3
ସମାଧାନ:
1 < 3 < 4 ⇒ 1 < √3 < 2
⇒ 2 + 1 < 2 + √3 < 2 + 2 ⇒ 3 < 2 + √3 < 4
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 14
∴ 2 + √3 କୁ ସୂଚାଉଥବା ବିନ୍ଦୁଟି  3 ଓ 4 ଦ୍ୱୟକୁ ସୂଚାଉଥବା ବିନ୍ଦୁଦ୍ଵୟ ମଧ୍ଯରେ ଅବସ୍ଥାନ କରିବ । 
AQR ସମକୋଣୀ ତ୍ରିଭୁଜରେ QR = AR = 1 ଏକକ
∴ AQ = QR2+AR2−−−−−−−−−−√ = √2 ଏକକ AQ = BR = √2 ଏକକ
BQR ସମକୋଣୀ A ରେ QR = 1 ଏକକ, RB = √2 ଏକକ
∴ BQ = QR2+BR2−−−−−−−−−√ = 12+(2–√)2−−−−−−−−−√=1+2−−−−√ = √3 ଏକକ
Qକୁ କେନ୍ଦ୍ରକରି ଓ BQ ବ୍ୟାସାର୍ଦ୍ଧ ପରିମିତ ଚାପ ସଂଖ୍ୟାରେଖାକୁ M ବିନ୍ଦୁରେ ଛେଦକରୁ ।
M ବିନ୍ଦୁଟି 2 + √3 ର ସୂଚକ ବିନ୍ଦୁ ।

(vi) √5
ସମାଧାନ:
ଆମେ ଜାଣିଛେ, 4 < 5 < 9 ⇒ √4 < √5 < √9 ⇒ 2 < √5 < 3
∴ √5 କୁ ସୂଚାଉଥବା ବିନ୍ଦୁଟି 2 ଓ 3 ଦ୍ଵୟକୁ ସୂଚାଉଥବା ବିନ୍ଦୁଦ୍ଵୟ ମଧ୍ୟରେ ଅବସ୍ଥାନ କରିବ ।
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 15
OAM ସମକୋଣୀ ତ୍ରିଭୁଜରେ OQ = 2 ଏକକ, AQ = 1 ଏକକ
OA = OQ2+AQ2−−−−−−−−−−√=22+12−−−−−−√=4+1−−−−√ = √5 ଏକକ
ଠକୁ କେନ୍ଦ୍ରକରି ଓ OA ବ୍ୟାସାର୍ଦ୍ଧ ପରିମିତ ଚାପ ସଂଖ୍ୟାରେଖାକୁ M ନାମରେ ଛେଦକରୁ ।
M ବିନ୍ଦୁଟି √5 ର ସୂଚକ ବିନ୍ଦୁ ହେବ ।

(vii) √3 – 1
ସମାଧାନ:
ଆମେ ଜାଣିଛେ, 1 < 3 < 4 ⇒ 1 < √3 < 2
⇒ 1 – 1 < √3 – 1 < 2 − 1 ⇒ 0 < √3 − 1 < 1
∴ (√3 – 1) ର ସୂଚକ ବିନ୍ଦୁଟି ) ଓ 1 କୁ ସୂଚାଉଥବା ବିଦୁ୍ୟଦ୍ଵୟ ମଧ୍ଯରେ ଅବସ୍ଥାନ କରିବ ।
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 16
ଏଠାରେ OP = PQ = 1 ଏକକ, OQ = 12+12−−−−−−√ = √2 ଏକକ
ପୁନଶ୍ଚ OQ = ON = 2 ଏକକ ଓ NR = 1 ଏକକ 
∴ OR = (2–√)2+(1)2−−−−−−−−−−√=2+1−−−−√ = √3 ଏକକ । OR = OM = √3 ଏକକ, SM = 1 ଏକକ ।
∴ OS = OM – SM = (√3 – 1) ଏକକ ।
⇒ (√3 – 1)ର ସୂଚକ ବିନ୍ଦୁଟି OP ଉପରିସ୍ଥ ଏବଂ S ଦ୍ଵାରା ଚିହ୍ନିତ ।

Question 17.
ସଂଖ୍ୟାରେଖାରେ ନିମ୍ନ ସଂଖ୍ୟାମାନଙ୍କୁ ସ୍ଥାପନ କରି କେଉଁଟି ବୃହତ୍ତର ସ୍ଥିର କର ।

(i)  -√3 ଓ -√2
ସମାଧାନ:
 -√3 ଓ −√2 ର ମାନ – 2 ଓ – 1 ମଧ୍ୟରେ ଅବସ୍ଥିତ ।
ବି.ଦ୍ର. – ସଂଖ୍ୟାରେଖା ଉପରେ ବାମପାର୍ଶ୍ବ ବିନ୍ଦୁର ସ୍ଥାନାଙ୍କ ଦକ୍ଷିଣ ପାର୍ଶ୍ଵର ବିନ୍ଦୁର ସ୍ଥାନାଙ୍କଠାରୁ କ୍ଷୁଦ୍ରତର ।
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 17
AOP ସମକୋଣୀ ତ୍ରିଭୁଜରେ OP = PA = 1 ଏକକ
AO = OP2+AP2−−−−−−−−−√=(1)2+(1)2−−−−−−−−−√ = √2
ଠକୁ କେନ୍ଦ୍ରକରି AP¯¯¯¯¯¯¯ ବ୍ୟାସାର୍ଦ୍ଧ ପରିମିତ ଚାପ ସଂଖ୍ୟାରେଖାକୁ M ବିନ୍ଦୁରେ ଛେଦ କରୁ ।
∴ M ବିନ୍ଦୁର ସ୍ଥାନାଙ୍କ √2 ହେବ ।
BOP ସମକୋଣୀ ତ୍ରିଭୁଜରେ OM = PB = √2 ଏକକ ।
BO = BP2+PO2−−−−−−−−−√=(2–√)2+12−−−−−−−−−√=2+1−−−−√ =√3
ଠକୁ କେନ୍ଦ୍ରକରି OB ବ୍ୟାସାର୍ଦ୍ଧ ପରିମିତ ଚାପ ସଂଖ୍ୟାରେଖାକୁ N ବିନ୍ଦୁରେ ଛେଦକରୁ ।
N ବିନ୍ଦୁର ସ୍ଥାନାଙ୍କ √3 ହେବ ।
ଯେହେତୁ M ବିନ୍ଦୁଟି Nର ଦକ୍ଷିଣପାର୍ଶ୍ଵରେ ଅବସ୍ଥିତ OR↔ ଉପରିସ୍ଥ – √2> -√3 ।

(ii) 34 ଓ 23
ସମାଧାନ:
34=3×34×3=912,23=2×43×4=812
(ଏହି ବିନ୍ଦୁଦ୍ଵୟ ସଂଖ୍ୟାରେଖାର 0 ଓ 1 ଦ୍ଵୟକୁ ସୂଚାଉଥ‌ିବା ବିଦୁ୍ୟଦ୍ଵୟ ମଧ୍ଯରେ ଅବସ୍ଥାନ କରିବ ।)
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 18
ସଂଖ୍ୟାରେଖା ଉପରିସ୍ଥ OM = 912=34, ON = 812=23
ଯେହେତୁ M ବିନ୍ଦୁଟି Nର ଦକ୍ଷିଣ ପାର୍ଶ୍ଵରେ ଅବସ୍ଥିତ ତେଣୁ OM > ON ⇒ 34 > 23

(iii) √2 ଓ 1 12
ସମାଧାନ:
√2 ଓ 1 ଏହି ବିନ୍ଦୁଦ୍ଵୟ ସଂଖ୍ୟାରେଖାର 1 ଓ 2 ଦ୍ଵୟକୁ ସୂଚାଉଥିବା ବିଦୁ୍ୟଦ୍ଵୟ ମଧ୍ଯରେ ଅବସ୍ଥାନ କରିବ ।
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 19
ସଂଖ୍ୟାରେଖା ଉପରିସ୍ଥ OP = AP = 1 ଏକକ
APO ସମକୋଣୀ ତ୍ରିଭୁଜରେ AO
= OP2+AP2−−−−−−−−−√=12+12−−−−−−√ = √2 ଏକକ ।
ଠକୁ କେନ୍ଦ୍ରକରି OA ବ୍ୟାସାର୍ଦ୍ଧ ପରିମିତ ଚାପ ସଂଖ୍ୟାରେଖାକୁ
N ବିନ୍ଦୁରେ ଛେଦକରୁ । ON = √2 ଏକକ ।
PR କୁ ସମର୍ଦ୍ଦିଖଣ୍ଡ କରାଯାଉ ଏବଂ PR ର ମଧ୍ୟବିନ୍ଦୁ M ହେବ ।
OM = 1 12 ଏକକ । ଯେହେତୁ M ବିନ୍ଦୁଟି Nର ଦକ୍ଷିଣ ପାର୍ଶ୍ଵରେ ଅବସ୍ଥିତ ।
∴ OM > ON ⇒ 1 12 > √2

(iv) 1.7 ଓ √3
ସମାଧାନ:
1.7 ଓ √3 ଏହି ବିନ୍ଦୁଦ୍ଵୟ ସଂଖ୍ୟାରେଖାର 1 ଓ 2 ମଧ୍ଯରେ ଅବସ୍ଥିତ ।
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 20
ସଂଖ୍ୟାରେଖା ଉପରିସ୍ଥ OP = PA = 1 ଏକକ ।
AOP ସମକୋଣୀ ତ୍ରିଭୁଜର କଣ୍ଠ OA
= OP2+PA2−−−−−−−−−√=12+12−−−−−−√ = √2 ଏକକ ।
ପୁନଶ୍ଚ PB = OA = √2 ଏକକ ଏବଂ OP = 1 ଏକକ ।
OB = OP2 + PB2 = 12 + (√2)2 = √3 ଏକକ ।
OB ପରିମିତ ବ୍ୟାସାର୍ଦ୍ଧ ଚାପନେଇ ଅଙ୍କନ କଲେ ତାହା
OR↔ କୁ M ବିନ୍ଦୁରେ ଛେଦ କରିବ । OM = √3 ଏକକ ।
PR କୁ ଦଶଟି ସମାନ ଅଂଶରେ ବିଭକ୍ତକଲେ PN = 1.7 ଏକକ ହେବ ।
M ବିନ୍ଦୁ Nର ଦକ୍ଷିଣ ପାର୍ଶ୍ଵରେ ଅବସ୍ଥିତ। ⇒ PM > PN ⇒ √3 > 1.7

BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

Question 18.
ସରଳ କର :
∣∣3√−2√3√+2√−3√+2√3√−2√+12√+1−12√−1∣∣
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 21

Question 19.
ଉଦାହରଣ ନେଇ ସତ୍ୟତା ପରୀକ୍ଷା କର । (ଯେଉଁଠାରେ x ଓ y ବାସ୍ତବ ସଂଖ୍ୟା) ।

(i) |x + y| ≤ |x| +|y|
ସମାଧାନ:
ମନେକର : x = 23 ଓ y = –12
ବାମ ପଷ : |x + y| = |23 – 12| = | 4−36| = 16
ଦଷିଣ ପଷ : |x| + |y| = 23+−12=23+12=4+36=76
ଏଠାରେ lx + y| < lxl + lyl   …..(i)
ସେହିପରି ମନେକବ x = 23 ଓ y = 15
ବାମପଷ : |x + y| = |23+15|=|10+315|=|1315|∣=1315
ଦଷିଣ ପଷ : |x| + |y| = |23+15|=23+15=10+315=1315
ଏଠାରେ lx + y| = lxl + lyl   …..(ii)
(i) ଓ (ii) ରୁ ପାଲବା |x + y| ≤ |x| + |y|
ବି.ଦ୍ର. ବାସ୍ତବ ସଂଖ୍ୟାର ଯେକୌଣସି ମାନନେଇ ପରୀକ୍ଷାକରି ପ୍ରମାଣ କରାଯାଇପାରିବ ।

(ii) |x – y| ≥ |x| – |y|
ସମାଧାନ:
ମନେକର : x = 23 ଓ y = –12
ବାମ ପଷ : |x – y| = ∣∣23−(−12)∣∣=∣∣23+12∣∣=∣∣4+36∣∣=76
ଦଷିଣ ପଷ : |x| – |y| = ||23|−|−12|=|23−12|=|4−36|=16
∴ ଏଠାରେ lx – y| > lxl + lyl   …..(i)
ସେହିପରି ମନେକବ x = 23 ଓ y = 15
ବାମପଷ : |x – y| = |23−15|=|10−315|=715
ଦଷିଣ ପଷ : ||x| – |y|| =||23|−|15||∣=|23−15|=|10−315|=|715|=715
∴ lx – y| = lxl – lyl   …..(ii)
(i) ଓ (ii) ରୁ ପାଲବା |x – y| ≥ |x| – |y|

Question 20.
ସରଳ କର :

(i) ((a−−√n)n√)n√ a > 0, n ∈ N
ସମାଧାନ:
= (a−−√n)n=(a1n)n=an×1n = a1 = a

(ii) (33−−√3)3√3
ସମାଧାନ:
= {(3–√3)3√3}323={(3–√3)313}323=(313)31+23=(313)313+23=(313)33=3133×3 = 31 = 3

(iii) 27113×19−−√÷8114
ସମାଧାନ:
= 2743×13÷(34)14
= (33)43×13÷34×14=33×43 × 3-1 ÷ 3 = 34 × 3-1 ÷ 3 = 34-1-1 = 32 = 9

Question 21.
ଗୁଣଫଳ ନିଶୁଯୁ କର ।

(i) (a12+b12)(a12−b12) (a > 0, b > 0)
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 22

(ii) (1−a14)(1+a14)(1+a12) (a > 0)
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 23

(iii) (1+a12)(1+a14)(1+a18)(1+a116)(1+a132)(1−a132) (a > 0)
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 24

(iv) (x−−√3+y√3)(x2−−√3−xy−−√3+y2−−√3) (x > 0, y > 0)
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 25

(v) (x−1+x−12⋅y−12+y−1)(x−1−x−12⋅y−12+y−1) (x > 0, y > 0)
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 26

Question 22.
ସରଳ କର :

(i) x12y23z13−−−−−−−√3+(xyz)13
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 27

(ii) x2y4z−1−−−−−−−√3+x−23y2z−13−−−−−−−−−√ (x > 0, y > 0, z > 0)
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 28

Question 23.
{x, y, z, a, b, c} ⊂ R ଓ x > 0, y > 0, z > 0 ହେଲେ ପ୍ରମାଣ କର ଯେ

(i) x−1y−−−−√×y−1z−−−−√×z−1x−−−−√ = 1
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 29

(ii) (xaxb)1ab×(xbxc)1bc×(xcxa)1ca = 1 (a ≠ 0, b ≠ 0, c ≠ 0)
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 30

(iii) (x1a−b)b−c×(x1b−c)c−a×(x1c−a)a−b = 1 [a, b ଓ c [ର ମୂଲ୍ୟ ଅସମାନ]
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 31

Question 24.
(i) a = 23−2−13 ହେଲେ ପ୍ରମାଣ କର ଯେ, 2a3 + 6a = 3
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 32

(ii) a = x3−x−13 ହେଲେ ପ୍ରମାଣ କର ଯେ, a3 + 3a = x – 1x
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 33

Question 25.
xର ମୂଲ୍ୟ ନିବୂପଶ କର‍ ।

(i) 3x+1 = 9
ସମାଧାନ:
3x+1 = 9
⇒ 3x+1 = 32
⇒ x + 1 = 2
⇒ x = 2 – 1
⇒ x = 1

(ii) 22x+1 = 8
ସମାଧାନ:
22x+1 = 8
⇒ 22x+1  = 23
⇒ 2x + 1 = 3
⇒ 2x = 3 – 1
⇒ 2x = 2
⇒ x = 22 = 1

(iii) (√2)2x-1 = 1
ସମାଧାନ:
(√2)2x-1 = 1
⇒ 22x−12 = 20
⇒ 2x−12 = 0
⇒ 2x – 1 = 0
⇒ 2x = 1
⇒ x = 12
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

Question 26.
ବାସ୍ତବ ସଂଖ୍ୟାର ସ୍ୱୀକାର୍ଯ୍ୟ ଓ ଆଲୋଚିତ ଅନ୍ୟ ଧର୍ମଗୁଡ଼ିକୁ ନେଇ ନିମ୍ନଲିଖ୍ ଅଭେଦଗୁଡ଼ିକ ପ୍ରତିପାଦନ କର ।

(i) a(a – b) = a2 – ab
ସମାଧାନ:
a(a – b) = a.a – ab (ବଶ୍ନ ନିୟମ)
= a2 – ab (ସଂଞା)
∴ a(a – b) = a2 – ab (ପ୍ରମାଶିଢ)

(ii) (a ± b)2 = a2 ± 2ab + b2
ସମାଧାନ:
(a + b)2 = (a + b). (a + b) (ସଂଞା)
= a(a + b) +b(a + b) (ବଶ୍ନନ ନିୟମ)
= a.a + a.b + b.a + b.b (ବଶ୍ନନ ନିୟମ)
= a2 + ab + ba+ b2  (ସଂଞା)
= a2 + ab + ab+ b2 (କ୍ମମବିନିମୟୀ ନିୟମ)
= a2 + 2ab + b2(ସଂଞା)
(a – b)2 = (a – b). (a – b) (ସଂଞା)
= a(a – b) +b(a – b) (ବଶ୍ନନ ନିୟମ)
= a.a – a.b – b.a + b.b (ବଶ୍ନନ ନିୟମ)
= a2 – ab – ba + b2  (ସଂଞା)
= a2 – ab – ab + b2 (କ୍ମମବିନିମୟୀ ନିୟମ)
= a2 – 2ab + b2(ସଂଞା)

(iii) (a + b) (a – b) = a2 – b2
ସମାଧାନ:
(a + b) (a – b) = a(a – b) + b(a – b) (ବଶ୍ନନ ନିୟମ)
= a.a – a.b + b.a – b.b (ବଶ୍ନନ ନିୟମ)
= a2 – ab + ba – b2(ସଂଞା)
= a2 – ab + ab – b2 (କ୍ମମବିନିମୟୀ ନିୟମ)
= a2 – b2
∴ (a + b) (a – b) = a2 – b2

(iv) (a ± b)3 = a3 ± 3a2b + 3ab2 ± b3
ସମାଧାନ:
(a + b)3 = (a + b) (a + b) (a + b) (ସଂଞା)
= {a(a + b) +(a + b)} (a + b) (ବଶ୍ନନ ନିୟମ)
= (a.a + a.b + b.a + b.b) (a + b) (ସଂଞା)
= (a2 + ab + ba + b2) (a + b) (ସଂଞା)
= (a2 + ab + ab + b2) (a + b) (ବଶ୍ନନ ନିୟମ)
= (a2 + 2ab + b2) (a + b) (ସଂଞା)
= a(a2 + 2ab + b2) + b(a2 + 2ab + b2) (ବଶ୍ନନ)
= a.a2 + a.2ab + a.b2 + b.a2 + b.2ab + b.b2 (ବଶ୍ନନ)
= a3 + 2a2b + 2ab2 + b3 + 2ab2 + b3 (ସଂଞା)
= a3 + 2a2b + ab2 + ba2 + 2ab2 + b3 (ବଶ୍ନନ ନିୟମ)
= a3 + 3a2b + 3ab2 + b3
∴ (a + b)3 = (a + b) (a + b) (a + b)
(a – b)3 = (a – b) (a – b) (a – b) (ସଂଞା)
= {a(a – b) +(a – b)} (a – b) (ବଶ୍ନନ ନିୟମ)
= (a.a – a.b – b.a + b.b) (a – b) (ସଂଞା)
= (a2 – ab – ba + b2) (a – b) (ସଂଞା)
= (a2 – ab – ab + b2) (a – b) (ବଶ୍ନନ ନିୟମ)
= (a2 – 2ab + b2) (a – b) (ସଂଞା)
= a(a2 – 2ab + b2) – b(a2 – 2ab + b2) (ବଶ୍ନନ)
= a.a2 – a.2ab + a.b2 – b.a2 + b.2ab – b.b2 (ବଶ୍ନନ)
= a3 – 2a2b + 2ab2 – b3 + 2ab2 – b3 (ସଂଞା)
= a3 – 2a2b + ab2 – ba2 + 2ab2 – b3 (ବଶ୍ନନ ନିୟମ)
= a3 – 3a2b + 3ab2 – b3 (ସଂଞା)
∴ (a – b)3 = (a – b) (a – b) (a – b)

(v) (a + b) (a2 – ab + b2) = a3 + b3
ସମାଧାନ:
(a + b) (a2 – ab + b2) = a(a2 – ab + b2) + b(a2 – ab + b2) (ବଶ୍ନନ)
= a.a2 – a.ab + a.b2 + b.a2 – b.ab + b.b2 (ବଶ୍ନନ)
= a3 – a2b + a.b2 + b.a2 – ab2 + b3 (ସଂଞା)
= a3 – a2b + a.b2 + a2b – ab2 + b3 (କ୍ମମବିନିମୟୀ)
= a3 + b3

(vi) (a – b) (a2 + ab + b2) = a3 – b3
ସମାଧାନ:
(a – b) (a2 + ab + b2) = a(a2 + ab + b2) – b( (a2 + ab + b2) (ବଶ୍ନନ ନିୟମ)
= a.a2 + a.ab + a.b2 – b.a2 – b.ab – b.b2 (ବଶ୍ନନ)
= a3 + a2b + a.b2 – b.a2 – ab2 – b3 (ସଂଞା)
= a3 + a2b + a.b2 – a2b – ab2 – b3 (କ୍ମମବିନିମୟୀ)
= a3 – b3

Question 27.
x ∈ R, x ≠ 0, a, b, c ∈ R ହେଲେ ପ୍ରମାଶି କର ଯେ 11+xb−a+xc−a+11+xc−b+xa−b+11+xa−c+xb−c = 1
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 34

Question 28.
ନିମ୍ନଲିଖତ କ୍ଷେତ୍ରରେ x ର ମାନ ନିରୂପଣ କର :

(i) |x – 3| = 7
ସମାଧାନ:
|x – 3| = 7
ଯତି x – 3 ≥ 0 ⇒ |x – 3| = x – 3
∴ x – 3 = 7 ⇒ x = 3 + 7 = 10
ଯତି x – 3 ≤ 0 ⇒ |x – 3| = -(x – 3)
∴ -(x – 3) = 7 ⇒ -x + 3 = 7 ⇒ x = -7 + 3 ⇒ x = -4
∴ ନଣ୍ତେୟ ସମାଧାନ = {-4, 10}

(ii) |x + 1| = 11
ସମାଧାନ:
|x + 1| = 11 ଯତି x + 1 ≥ 0 ⇒ |x + 1| = x + 11
∴ x + 1 = 11 ⇒ x = 11 – 1 = 10
ଯତି x + 1 ≤ 0 ⇒ |x + 1| = -(x + 1)
∴ -(x + 1) = 11 ⇒ -x – 1 = 11 ⇒ -x = 11 + 1 = 12
⇒ x = -12
∴ ନଣ୍ତେୟ ସମାଧାନ = {10, -12}

(iii) |2x – 1| = 3
ସମାଧାନ:
|2x – 1| = 3 ଯତି 2x – 1 ≥ 0 ⇒ |2x – 1| = 2x – 1
∴ 2x – 1 = 3 ⇒ 2x = 3 + 1 = 4 ⇒ x = 42 = 2
ଯତି 2x – 1 ≤ 0 ⇒ |2x – 1| = -(2x – 1)
∴ -(2x – 1) = 3 ⇒ -2x + 1 = 3 ⇒ -2x = 3 – 1 = 2
⇒ x = 2−2 = -1
∴ ନଣ୍ତେୟ ସମାଧାନ = {2, -1}

(iv) |3x + 4| = 5
ସମାଧାନ:
|3x + 4| = 5 ଯତି 3x + 4 ≥ 0 ⇒ |3x + 4| = 3x + 4
∴ 3x + 4 = 5 ⇒ 3x = 5 – 4 = 1 ⇒ x = 13
ଯତି 3x + 4 ≤ 0 ⇒ |3x + 4| = -(3x + 4)
∴ -(3x + 4) = 5 ⇒ -3x – 4 = 5
⇒ -3x = 5 + 4 = 9 ⇒ x = 9−3 = -3
∴ ନଣ୍ତେୟ ସମାଧାନ = {13, -3}

BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b)

Question 29.
ନିମ୍ନରେ ପ୍ରଦତ୍ତ ରାଶିମାନଙ୍କୁ ପରିମେୟ ଓ ଅପରିମେୟ ସଂଖ୍ୟାର ସମଷ୍ଟି ରୂପେ ପ୍ରକାଶ କର ।

(i) 33+5√
ସମାଧାନ:
33+5√=3(3−5√)(3+5√)(3−5√)=9−35√32−(5√)2=9−35√9−5=9−35√4=94−35√4
(ii) 2√1+8√
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 35

(iii) 3√−13√+1
ସମାଧାନ:
BSE Odisha 9th Class Maths Solutions Algebra Chapter 2 ବାସ୍ତବ ସଂଖ୍ୟା Ex 2(b) 36

Question 30.
ନିମ୍ନଲିଖ୍ ଅସମୀକରଣମାନଙ୍କୁ ସମାଧାନ କର ।

(i) |x| = 12
ସମାଧାନ:
|x| < 12 ⇒ –12 < x < 12 (ସୂଢ୍ର ଅନୁସାରେ)
(a) ଯତି x ≥ 0 ହୁଏ ତେବେ |x| = x ∴ x < 12
(b) ଯତି x < 0 ହୁଏ ତେବେ |x| = -x ∴ -x < 12 ⇒ x > –12
a ଓ bରୂ –12 < x < 12
(ii) |x| > 1
ସମାଧାନ:
|x| > 1
⇒ x < -1 କିମୃ‍। x > 1 (ସୂଢ୍ର ଅନୁସାରେ)
(a) ଯତି x ≥ 0 ହୁଏ ତେବେ |x| = x ∴ x > 1
(b) ଯତି x < 0 ହୁଏ ତେବେ |x| = -x ∴ -x > 1 ⇒ x < -1
a ଓ bରୂ ପାକବା x > 1 କିମୃ‍। x < -1

(iii) |3x| ≤ 5
ସମାଧାନ:
|3x| ≤ 5 ⇒ -5 ≤ 3x ≤ 5
⇒ −53 ≤ 3x3 ≤ 53 ⇒ −53 ≤ a ≤ 53
(iv) |2x| ≥ 3
ସମାଧାନ:
|2x| ≥ 3 ⇒ -3 ≥ 2x ≥ 3
⇒ 2x ≤ -3 କିମୃ‍। 2x ≥ 3 ⇒ 2x2 ≤ -3 କିମୃ‍। 2x ≥ 3
⇒ x ≤ -3 ⇒ 2x2 ≥ 32 ⇒ x ≥ 32 ∴ x ≤ -3 କିମୃ‍। x ≥ 32
(v) |3x – 1| ≤ 7
ସମାଧାନ:
|3x – 1| ≤ 7 ⇒ -7 ≤ 3x – 1 ≤ 7
⇒ -7 + 1 ≤ 3x – 1 + 1 ≤ 7 + 1 ⇒ -6 ≤ 3x ≤ 8
⇒ −63 ≤ 3x3 ≤ 83 ⇒ -2 ≤ x ≤ 83
(vi) |7x + 3| ≥ 5
ସମାଧାନ:
|7x + 3| ≥ 5
ସୂଢ୍ର ଅନୁସାରେ -5 ≥ 7x + 3 ≥ 5
⇒ 7x + 3 ≤ -5 କିମୃ‍। 7x + 3 ≥ 5
⇒ 7x + 3 – 3 ≤ -5 -3 ⇒ 7x + 3 – 3 ≥ 5 – 3
⇒ 7x ≤ -8 ⇒ 7x ≥ 2
⇒ 7x7 ≤ −87 ⇒ 7x7 ≥ 27
⇒ x ≤ −87 ⇒ x ≥ 27
∴ x ≤ −87 କିମୃ‍। x ≥ 27



No comments:

Post a Comment

ANANTA COACHING CENTRE

ANANTA COACHING CENTRE

A Coaching Centre for Class 1 to +3 Both English and Odia Medium BSE Odisha, CBSE, ICSE Board Exam Preparation.

🏫 Location:

  • 📍 Address: At- Purana, Post- Thalasada, PS- Soro, Dist- Baleswar, State- Odisha, Country- India

📞 Contact Us:

  • 📱 Phone: +91 8280607556
  • 📧 Email: anantacoachingcentre@gmail.com

Read More
ANANTA COACHING CENTRE