Youtube Video Solution
Odisha State Board BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a) Textbook Exercise Questions and Answers.
BSE Odisha Class 8 Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)
Question 1.
ନିମ୍ନସ୍ଥ ସଂଖ୍ୟାଗୁଡ଼ିକର ଯୋଗାତ୍ମକ ବିଲୋମୀ ନିର୍ଣ୍ଣୟ କର ।
(i) 28
(ii) −59
(iii) −6−5
(iv) 2−9
(v) 19−6
ସମାଧାନ :
(i) 28ର ଯୋଗାତ୍ମକ ବିଲୋମୀ −28
(ii) −59ର ଯୋଗାତ୍ମକ ବିଲୋମୀ +59
(iii) −6−5ର ଯୋଗାତ୍ମକ ବିଲୋମୀ −65
(iv) 2−9ର ଯୋଗାତ୍ମକ ବିଲୋମୀ +29
(v) 19−6 ର ଯୋଗାତ୍ମକ ବିଲୋମୀ 196
Question 2.
ନିମ୍ନସ୍ଥ ସଂଖ୍ୟାମାନଙ୍କର ଗୁଣନାତ୍ମକ ବିଲୋମୀ ନିର୍ଣ୍ଣୟ କର ।
(i) -13
(ii) 1319
(iii) 15
(iv) −58 × −37
(v) -1 × −25
(vi) -1
ସମାଧାନ :
(i) -13 ର ଗୁଣନାତ୍ମକ ବିଲୋମୀ −113 ।
(ii) 1319ର ଗୁଣନାତ୍ମକ ବିଲୋମୀ 1913 ।
(iii) 15ର ଗୁଣନାତ୍ମକ ବିଲୋମୀ 5 ।
(iv) −58 × −37 ବା −1556ର ଗୁଣନାତ୍ମକ ବିଲୋମୀ −85 × −73 ବା 5615 ।
(v) (-1) × −25 ବା 25 ର ଗୁଣନାତ୍ମକ ବିଲୋମୀ 52
(vi) -1ର ଗୁଣନାତ୍ମକ ବିଲୋମୀ – 1 ।
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)
Question 3.
ନିମ୍ନସ୍ଥ ଉତ୍ତିଗୁଡ଼ିକରେ କେଉଁ ନିୟମ ବ୍ୟବହାର କରାଯାଇଛି ଲେଖ ।
(i) −45×1=1×−45=−45
(ii) −1317×−27=−27×−1317
(iii) −1929×29−19=1
(iv) 13×(6×43)=(13×6)×43
ସମାଧାନ :
(i) ଗୁଣନର ଅଭେଦ ନିୟମ
(ii) ଗୁଣନର କ୍ରମବିନିମୟୀ ନିୟମ
(iii) ଗୁଣନର ବିଲୋମୀ ନିୟମ
(iv) ଗୁଣନର ସହଯୋଗୀ ନିୟମ
Question 4.
613 କୁ −716 ର ବ୍ୟୁତ୍କ୍ରମ ସହିତ ଗୁଣଫଳ ନିଶ୍ଚୟ କର ।
ସମାଧାନ :
−716 ର ବ୍ୟୁତ୍କ୍ରମ = −167
∴ 613 ଓ −716ର ଗୁଣଫଳ = 613 × −716 = −9691
Question 5.
89, 118ର ବ୍ୟୁତ୍କ୍ରମ ହେବ କି ? ଯଦି ନୁହେଁ ତେବେ କାହିଁକି ?
ସମାଧାନ :
89ର ବ୍ୟୁତ୍କ୍ରମ 98 ବା 118। ତେଣୁ 89 ର ବ୍ୟୁତ୍କ୍ରମ l 118ହେବ ।
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)
Question 6.
0.3, 313ର ବ୍ୟୁତ୍କ୍ରମ ହେବ କି ? ଯଦି ନୁହେଁ ତେବେ କାହିଁକି ?
ସମାଧାନ :
0.3 = 310 ଓ 313=310, 310×103=1
∴ 0.3, 313 ର ବ୍ୟକ୍ରମ ହେବ ।
Question 7.
ଉତ୍ତର ଦିଅ ।
(i) ଏକ ପରିମେୟ ସଂଖ୍ୟା ଯାହାର ବ୍ୟତ୍କ୍ରମ ନାହିଁ ।
ସମାଧାନ :
0 ଏକ ପରିମେୟ ସଂଖ୍ୟା, ଯାହାର ବ୍ୟତ୍କ୍ରମ ନାହିଁ ।
(ii) ଏକ ପରିମେୟ ସଂଖ୍ୟା, ଯାହାର ବ୍ୟତ୍କ୍ରମ ସେହି ସଂଖ୍ୟା ସହ ସମାନ ।
ସମାଧାନ :
ଏକ ପରିମେୟ ସଂଖ୍ୟା, ଯାହାର ବ୍ୟତ୍କ୍ରମ ସଂଖ୍ୟା ସହ ସମାନ ।
(iii) ଏକ ପରିମେୟ ସଂଖ୍ୟା, ଯାହା ସେହି ସଂଖ୍ୟାର ଯୋଗାତ୍ମକ ବିଲୋମୀ ସଙ୍ଗେ ସମାନ ।
ସମାଧାନ :
ଏକ ପରିମେୟ ସଂଖ୍ୟା, ଯାହାର ଯୋଗାତ୍ମକ ବିଲୋମୀ ସେହି ସଂଖ୍ୟା ।
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)
Question 8.
ଶୂନ୍ୟସ୍ଥାନ ପୂରଣ କର ।
(i) ଶୂନର ବ୍ୟକ୍ରମ …………….।
(ii) ……………. ଓ ……………. ସଂଖ୍ୟାମାନେ ନିଜ ନିଜର ବ୍ୟୁତ୍କ୍ରମ ।
(iii) -5 ର ବ୍ୟକ୍ରମ ……………. ।
(iv) 1x (x = 0)ର ବ୍ୟୁତ୍କ୍ରମ ……………. ।
(v) ଯେ କୌଣସି ଦୁଇଟି ପରିମେୟ ସଂଖ୍ୟାର ଗୁଣଫଳ ଏକ ……………. ।
(vi) ଏକ ଋଣାତ୍ମକ ପରିମେୟ ସଂଖ୍ୟାର ବ୍ୟତ୍କ୍ରମ ଏକ ବିଭିନ୍ନ ସଂଖ୍ୟା ସେଟ୍ ମଧ୍ୟରେ ସମ୍ପର୍କ ……………. ।
ସମାଧାନ :
(i) ନାହିଁ
(ii) 1 ଓ -1
(iii) −15
(iv) x
(v) ପରି ମେୟ
(vi) ଋଣାତ୍ମକ ପରି ମେୟ ସଂଖ୍ୟା ।
BSE Odisha Class 8 Text Book Solutions
- Maths Book Solutions
- Science Book Solutions
- History Book Solutions
- Geography Book Solutions
- Odia Book Solutions
- English Book Solutions
- Hindi Book Solutions
Class Links
Class | Link |
---|---|
Class 1 | Class 1 Solutions |
Class 2 | Class 2 Solutions |
Class 3 | Class 3 Solutions |
Class 4 | Class 4 Solutions |
Class 5 | Class 5 Solutions |
Class 6 | Class 6 Solutions |
Class 7 | Class 7 Solutions |
Class 8 | Class 8 Solutions |
Class 9 | Class 9 Solutions |
Class 10 | Class 10 Solutions |
No comments:
Post a Comment